ସାରଥି ପ୍ରସଙ୍ଗ: ବିବାଦୀୟ ଯୁବତୀଙ୍କ ଫଟୋ ଓ ଠିକଣା ପ୍ରଘଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ଦାବି

କଟକ: ସାରଥି ବିବାଦରେ ସାମ୍ନାକୁ ଆସିଥିବା ଯୁବତୀଙ୍କର ଫଟୋ ଓ ଠିକଣା ପ୍ରଘଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ପାଇଁ ଦାବି ଉଠିଛି। କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟି ଶୁକ୍ରବାର ଏହି ଦାବି କରିଛନ୍ତି ସମାଜସେବୀ ନମ୍ରତା ଚଢ଼ା। ସେ ଦର୍ଶାଇଛନ୍ତି, ଏହାଦ୍ୱାରା ଯୁବତୀଙ୍କର ମାନବାଧିକାର କ୍ଷୁର୍ଣ୍ଣ ହୋଇଛି। ଯୁବତୀଙ୍କ ଫଟୋ ଓ ଠିକଣା ଯେଉଁମାନେ ସୋସିଆଲ୍ ମିଡିଆରେ ବି ଛାଡ଼ିଛନ୍ତି ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଉ ବୋଲି ସେ ଦାବି କରିଛନ୍ତି।

naxal

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 02:07 PM IST

Related story