ସରକାରଙ୍କ ଉପରେ ଆସ୍ଥା ଅଛି, କମ୍ପାନୀ ବନ୍ଦ କରିବୁନି: ବେଦାନ୍ତ ଆଲୁମିନିୟମ ସିଇଓ

ଭୁବନେଶ୍ୱର: ବେଦାନ୍ତକୁ କଞ୍ଚାମାଲ ଯୋଗାଣକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର, ଖଣି ସଚିବ ଓ ବେଦାନ୍ତ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକ ପରେ ଏ ନେଇ ବେଦାନ୍ତ ଆଲୁମିନିୟମ ସିଇଓ ଅଭିଜିତ ପତି ସୂଚନା ଦେଇ କହିଛନ୍ତି, କଞ୍ଚାମାଲ ଯୋଗାଣ ଲାଗି ଆମେ ପକ୍ଷ ରଖିଲୁ। ବର୍ଷକୁ ୩୦ ଲକ୍ଷ ମେଟ୍ରିକ ଟନ […]

Vedanta

Vedanta

Rakesh Mallick
  • Published: Tuesday, 24 November 2015
  • Updated: 25 November 2015, 01:00 PM IST

ଭୁବନେଶ୍ୱର: ବେଦାନ୍ତକୁ କଞ୍ଚାମାଲ ଯୋଗାଣକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର, ଖଣି ସଚିବ ଓ ବେଦାନ୍ତ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକ ପରେ ଏ ନେଇ ବେଦାନ୍ତ ଆଲୁମିନିୟମ ସିଇଓ ଅଭିଜିତ ପତି ସୂଚନା ଦେଇ କହିଛନ୍ତି, କଞ୍ଚାମାଲ ଯୋଗାଣ ଲାଗି ଆମେ ପକ୍ଷ ରଖିଲୁ। ବର୍ଷକୁ ୩୦ ଲକ୍ଷ ମେଟ୍ରିକ ଟନ ବକ୍ସାସାଇଟର ଆବଶ୍ୟକତା ରହିଛି। କଞ୍ଚାମାଲ ଅଭାବରୁ କମ୍ପାନୀରେ ୫୦ ପ୍ରତିଶତ ଉତ୍ପାଦନ କମିଯାଇଛି। ତଥାପି ରାଜ୍ୟ ସରକାରଙ୍କ ଉପରେ ଆମର ଆସ୍ଥା ଅଛି। କାରଖାନା ବନ୍ଦ କରିବୁ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story