ଲକ୍ଷ୍ମୀପୂଜା ପୂର୍ବରୁ ମଣ୍ଡପରେ ପଡ଼ିଲା ତାଲା

ବାସୁଦେବପୁର(କିରୀଟି ଦାସ) : ଆଗକୁ ଆସୁଛି ମାଆ ଲକ୍ଷ୍ମୀଙ୍କ ପୂଜା। ତା’ ପୂର୍ବରୁ ଲକ୍ଷ୍ମୀପୂଜା ମଣ୍ଡପରେ ପଡ଼ିଲାଣି ତାଲା। ଖାଲି ମଣ୍ଡପରେ ତାଲା ପଡ଼ିନାହିଁ, ମଣ୍ଡପ ଅଧୀନରେ ଥିବା ବହୁ ଦୋକାନରେ ମଧ୍ୟ ଝୁଲିଛି ତାଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏପରି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବେତଡ଼ା ବଜାରରେ ଘଟିଛି। ବରଣ୍ଡୁଆ ପଞ୍ଚାୟତରେ ରହିଛି ବେତଡା ବଜାର। ଏହି ବଜାରରେ ରହିଛି ପ୍ରାୟ ୭୦ ବର୍ଷ ପୁରୁଣା ଲକ୍ଷ୍ମୀପୂଜା ମଣ୍ଡପ। ଆଉ […]

Laxmi-puja-Mandap

Laxmi-puja-Mandap

Manoranjan Sial
  • Published: Wednesday, 07 September 2022
  • Updated: 07 September 2022, 08:37 PM IST

Sports

Latest News

ବାସୁଦେବପୁର(କିରୀଟି ଦାସ) : ଆଗକୁ ଆସୁଛି ମାଆ ଲକ୍ଷ୍ମୀଙ୍କ ପୂଜା। ତା’ ପୂର୍ବରୁ ଲକ୍ଷ୍ମୀପୂଜା ମଣ୍ଡପରେ ପଡ଼ିଲାଣି ତାଲା। ଖାଲି ମଣ୍ଡପରେ ତାଲା ପଡ଼ିନାହିଁ, ମଣ୍ଡପ ଅଧୀନରେ ଥିବା ବହୁ ଦୋକାନରେ ମଧ୍ୟ ଝୁଲିଛି ତାଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏପରି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବେତଡ଼ା ବଜାରରେ ଘଟିଛି।

ବରଣ୍ଡୁଆ ପଞ୍ଚାୟତରେ ରହିଛି ବେତଡା ବଜାର। ଏହି ବଜାରରେ ରହିଛି ପ୍ରାୟ ୭୦ ବର୍ଷ ପୁରୁଣା ଲକ୍ଷ୍ମୀପୂଜା ମଣ୍ଡପ। ଆଉ ମଣ୍ଡପ କ୍ୟାମ୍ପସ ପରିସରରେ ରହିଛି ବହୁ ଦୋକାନଘର। ଦୋକାନ ଘର ଗୁଡ଼ିକୁ ଭଡ଼ାରେ ଦିଆଯାଇଛି। ସେମାନଙ୍କଠାରୁ ଆଦାୟ ହେଉଥିବା ଭଡ଼ା ଟଙ୍କା ଲକ୍ଷ୍ମୀପୂଜା କମିଟି ନେଉଥିଲା। ଏହି ନିୟମ ଦୀର୍ଘ ଦିନ ଧରି ଚାଲି ଆସୁଥିଲା। ତେବେ ଗୋବିନ୍ଦ ଚନ୍ଦ୍ର ମଲିକ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ଲକ୍ଷ୍ମୀପୂଜା ମଣ୍ଡପ ଓ ଦୋକାନ ଘର ପଞ୍ଚାୟତ ଅଧୀନରେ ଆସୁଥିବା ଦାବି କରିଥିଲେ। ତେଣୁ ଭଡ଼ା ଟଙ୍କା ପଞ୍ଚାୟତକୁ ଦିଆଯାଉ ବୋଲି ବ୍ୟବସାୟୀଙ୍କୁ କହିଥିଲେ। ସେଥିପାଇଁ ବାରମ୍ବାର ବ୍ୟବସାୟୀଙ୍କୁ ପଞ୍ଚାୟତ ପକ୍ଷରୁ ନୋଟିସ୍‌ କରାଯାଇଥିଲା। ନିଦ୍ଧିଷ୍ଟ ଅବଧି ମଧ୍ୟରେ ଭଡା ଜମା ନକଲେ ଓ ପଞ୍ଚାୟତର ନିର୍ଦ୍ଦେଶକୁ ନ ମାନିଲେ ତାଲା ପଡ଼ିବ ବୋଲି ନୋଟିସରେ ସୂଚନା ଦିଆଯାଇଥିଲା।

ପଞ୍ଚାୟତ ନୋଟିସ୍‌କୁ ଖାତିର କରିନଥିଲେ ଲକ୍ଷ୍ମୀପୂଜା ମଣ୍ଡପ କମିଟି କର୍ମକର୍ତ୍ତା ଓ ଦୋକାନୀ। ଯେଉଁଥିପାଇଁ ବୁଧବାର ପୂଜାମଣ୍ଡପ ସହ ଦୋକାନରେ ତାଲା ପକାଇ ଦେଇଥିଲେ ସରପଞ୍ଚ। ତାଲା ପକାଇବା ଘଟଣାକୁ ନେଇ ଦୋକାନୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ବାସୁଦେବପୁର ତହସିଲଦାର ଅନୀତା ନାୟକ ଓ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସରପଞ୍ଚଙ୍କୁ ବୁଝାସୁଝା କରିଥିଲେ।  ବୁଝାସୁଝା ପରେ ତାଲା ଖୋଲିଥିଲା।

ଘଟଣାର ସମାଧାନ ପାଇଁ ଆସନ୍ତା ୯ ତାରିଖରେ ବୈଠକ ଡାକିଥିଲେ ତହସିଲ୍‌ଦାର। ବୈଠକରେ ଲକ୍ଷ୍ମୀପୂଜା କମିଟି କର୍ମକର୍ତ୍ତା ଓ ଦୋକାନୀଙ୍କ ସହ ସରପଞ୍ଚ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଲକ୍ଷ୍ମୀପୂଜା ମଣ୍ଡପ ଓ ମଣ୍ଡପ ଅଧୀନରେ ଥିବା ଦୋକାନରୁ ଆଦାୟ ହେଉଥିବା ଭଡା ଉପରେ ଆଲୋଚନା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story