ତରଙ୍ଗ ଷ୍ଟୁଡିଓ କମ୍ପ୍ଲେକ୍ସରେ ୧୧ ଦିନ ହେଲା ଗୃହବନ୍ଦୀ ଅଛନ୍ତି କର୍ମଚାରୀ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ଖୋର୍ଦ୍ଧା ସାରୁଅସ୍ଥିତ ଓଟିଭି ଓ ତରଙ୍ଗ ଷ୍ଟୁଡିଓ କଂପ୍ଳେକ୍ସରେ ଦୀର୍ଘ ୧୧ ଦିନ ହେଲା ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି ପୁରୁଷ, ମହିଳା, ବୟସ୍କ ବ୍ୟକ୍ତି। ଏପରିକି ଛୋଟ ଛୋଟ ପିଲା ମଧ୍ୟ ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି। ଗତ କିଛି ଦିନ ହେଲା କେତେକ ଠିକା କର୍ମଚାରୀ ଷ୍ଟୁଡିଓ ଗେଟ୍ ଆଗରେ ଧାରଣାରେ ବସିଛନ୍ତି। ସେମାନେ କମ୍ପ୍ଲେକ୍ସର ଉଭୟ ଆଗ ଓ ପଛ ଗେଟ୍‌ରେ ତାଲା ପକାଇ ଦେଇଥିବାରୁ ନା କେହି ଭିତରକୁ ଯାଇପାରୁଛନ୍ତି ନା […]

ott1

ott1

Tapas Behera
  • Published: Wednesday, 11 November 2020
  • Updated: 11 November 2020, 09:33 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ଖୋର୍ଦ୍ଧା ସାରୁଅସ୍ଥିତ ଓଟିଭି ଓ ତରଙ୍ଗ ଷ୍ଟୁଡିଓ କଂପ୍ଳେକ୍ସରେ ଦୀର୍ଘ ୧୧ ଦିନ ହେଲା ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି ପୁରୁଷ, ମହିଳା, ବୟସ୍କ ବ୍ୟକ୍ତି। ଏପରିକି ଛୋଟ ଛୋଟ ପିଲା ମଧ୍ୟ ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି। ଗତ କିଛି ଦିନ ହେଲା କେତେକ ଠିକା କର୍ମଚାରୀ ଷ୍ଟୁଡିଓ ଗେଟ୍ ଆଗରେ ଧାରଣାରେ ବସିଛନ୍ତି। ସେମାନେ କମ୍ପ୍ଲେକ୍ସର ଉଭୟ ଆଗ ଓ ପଛ ଗେଟ୍‌ରେ ତାଲା ପକାଇ ଦେଇଥିବାରୁ ନା କେହି ଭିତରକୁ ଯାଇପାରୁଛନ୍ତି ନା କେହି ବାହାରକୁ ଆସିପାରୁଛନ୍ତି। ଫଳରେ କମ୍ପ୍ଲେକ୍ସ ଭିତରେ ରହୁଥିବା କର୍ମଚାରୀଙ୍କର ଜୀବନଜୀବୀକା ପାଇଁ ଘୋର ଅସୁବିଧା ସୃଷ୍ଟି ହୋଇଛି।

କିଛିଦନ ତଳେ ଏହି କମ୍ପ୍ଲେକ୍ସରେ ରହୁଥିବା ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ବାପା ରଣଧୀର ସିଂହ ମଧ୍ୟ ଏଠାରେ ଫୋର୍ସ ମୁତୟନ କରି ସୁରକ୍ଷା ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଭିଡିଓ ବାର୍ତ୍ତା ଜରିଆରେ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, କର୍ମଚାରୀମାନେ ଏଠାରେ ବନ୍ଦୀ ଭଳି ରହିଛନ୍ତି। ତାସହ ସେମାନଙ୍କ ନିକଟରେ ରାସନ ସାମଗ୍ରୀ ଓ ଅତ୍ୟାବଶ୍ୟକ ଜିନିଷ ଶେଷ ହୋଇଗଲାଣି। ଏଠାରେ ଗାଁ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇ ଦିଆଯାଉଥିବା ବେଳେ ରାଜ୍ୟ ସରକାର ଏବେ ଏହାକୁ ନର୍କରେ ପରିଣତ କରିଦେଲେଣି ବୋଲି ରଣଧୀର ଅଭିଯୋଗ କରିଥିଲେ।

ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି କିଣାବିକା ମାମଲାରେ ଗିରଫ OIPLର ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଜାମିନ୍ ମିଳିଛି। ଖୋର୍ଦ୍ଧା ଜିଲ୍ଲା ସେସନ୍ସ କୋର୍ଟ ଆଜି ତାଙ୍କ ଜାମିନ ଆବେଦନକୁ ମଂଜୁର କରିଛନ୍ତି। ଏହି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ୍ ଗତ ୧ ତାରିଖ ରାତିରେ ମନୋରଞ୍ଜନଙ୍କୁ ତାଙ୍କ ଘରୁ ଉଠାଇ ନେଇଥିଲା। ପରେ ତାଙ୍କୁ ଗିରଫ କରାଯିବା ସହ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story