ସ୍ୟାଟ ଉଚ୍ଛେଦକୁ ମଧୁସୂଦନ ଲ’ କଲେଜ ଛାତ୍ରଛାତ୍ରୀଙ୍କ ବିରୋଧ

କଟକ: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ବା ସ୍ୟାଟ ଉଚ୍ଛେଦ ବିରୋଧରେ କଟକ “ମଧୁସୁଦନ ଲ କଲେଜ’ର ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ୟାଟ ଉଚ୍ଛେଦ କରାଗଲେ ସରକାରୀ କର୍ମଚାରୀମାନେ ସହଜରେ ନ୍ୟାୟ ପାଇବାରୁ ବଞ୍ଚିତ ହେବେ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ। ସେପଟେ ହାଇକୋର୍ଟରେ ବୋହୁ ସଂଖ୍ୟକ ମାମଲା ପଡି ରହିଥିବାରୁ ସେଠାରେ କର୍ମନିଯୁକ୍ତି ପାଇବା ସମ୍ଭବ ନୁହେଁ ବୋଲି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ଏଥିପ୍ରତି ରାଜ୍ୟ ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନ କଲେ […]

ctc

Rakesh Mallick
  • Published: Saturday, 26 September 2015
  • , Updated: 26 September 2015, 09:27 AM IST

କଟକ: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ବା ସ୍ୟାଟ ଉଚ୍ଛେଦ ବିରୋଧରେ କଟକ "ମଧୁସୁଦନ ଲ କଲେଜ'ର ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ୟାଟ ଉଚ୍ଛେଦ କରାଗଲେ ସରକାରୀ କର୍ମଚାରୀମାନେ ସହଜରେ ନ୍ୟାୟ ପାଇବାରୁ ବଞ୍ଚିତ ହେବେ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ। ସେପଟେ ହାଇକୋର୍ଟରେ ବୋହୁ ସଂଖ୍ୟକ ମାମଲା ପଡି ରହିଥିବାରୁ ସେଠାରେ କର୍ମନିଯୁକ୍ତି ପାଇବା ସମ୍ଭବ ନୁହେଁ ବୋଲି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ଏଥିପ୍ରତି ରାଜ୍ୟ ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନ କଲେ ସ୍ୟାଟବାରର ଏହି ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରିବା ତଥା ରାଜରାସ୍ଥାକୁ ଓଲ୍ଲାଇବାକୁ ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି ।

Related story