ଆଇପିଏସ ସତୀଶ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

କଟକ(ଓଡ଼ିଶା ରିପୋର୍ଟର): ବିବାଦୀୟ IPS ଅଫିସର ସତୀଶ ଗଜଭିୟେଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି। ଗଜଭିୟେଙ୍କ ବିରୋଧରେ ହୋଇଥିବା ଶୃଙ୍ଖଳାଗତ କାଅର୍ଯ୍ୟାନୁଷ୍ଠାନକୁ  ଖାରଜ କରିଛନ୍ତି ହାଇକୋର୍ଟ। ଗଜଭିୟେଙ୍କୁ ପଦୋନ୍ନତି ଓ ସ୍ଥଗିତ ଥିବା ସୁବିଧା ସୁଯୋଗ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ମାଲକାନଗିରି SP ଥିବା ବେଳେ ହୋଇଥିଲା ବିଭାଗୀୟ କାଯର୍ୟାନୁଷ୍ଠାନ ହୋଇଥିଲା। ନକ୍ସଲ ଅପରେସନ୍ ପୁରସ୍କାର ରାଶିକୁ ନେଇ ହୋଇଥିଲା ବିବାଦ। ସେହିପରି ସାରଥୀ ବାବାଙ୍କୁ ସୁରକ୍ଷା ଦେବା ନେଇ ଚର୍ଚ୍ଚାକୁ ଆସିଥିଲେ ସତୀଶ। ସାରଥୀଙ୍କ ବିରୋଧରେ […]

ghi

ghi

Tapas Behera
  • Published: Tuesday, 08 December 2020
  • Updated: 10 December 2020, 08:42 AM IST

କଟକ(ଓଡ଼ିଶା ରିପୋର୍ଟର): ବିବାଦୀୟ IPS ଅଫିସର ସତୀଶ ଗଜଭିୟେଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି। ଗଜଭିୟେଙ୍କ ବିରୋଧରେ ହୋଇଥିବା ଶୃଙ୍ଖଳାଗତ କାଅର୍ଯ୍ୟାନୁଷ୍ଠାନକୁ  ଖାରଜ କରିଛନ୍ତି ହାଇକୋର୍ଟ। ଗଜଭିୟେଙ୍କୁ ପଦୋନ୍ନତି ଓ ସ୍ଥଗିତ ଥିବା ସୁବିଧା ସୁଯୋଗ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ମାଲକାନଗିରି SP ଥିବା ବେଳେ ହୋଇଥିଲା ବିଭାଗୀୟ କାଯର୍ୟାନୁଷ୍ଠାନ ହୋଇଥିଲା। ନକ୍ସଲ ଅପରେସନ୍ ପୁରସ୍କାର ରାଶିକୁ ନେଇ ହୋଇଥିଲା ବିବାଦ। ସେହିପରି ସାରଥୀ ବାବାଙ୍କୁ ସୁରକ୍ଷା ଦେବା ନେଇ ଚର୍ଚ୍ଚାକୁ ଆସିଥିଲେ ସତୀଶ। ସାରଥୀଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଜନସାଧାରଣଙ୍କ ଉପରେ ଜୁଲମ କରିବା ଅଭିଯୋଗରେ କେନ୍ଦ୍ରାପଡ଼ାର ତତ୍କାଳୀନ ଏସପି ସତୀଶ ନିଲମ୍ବିତ ହୋଇଥିଲେ।  ପରେ ତାଙ୍କ ଉପରୁ  ନିଲମ୍ବନ ଆଦେଶ ଉଠି ଥିଲା । ତେବେ ମାଲକାନଗିରି SP ଥିବା ବେଳେ ହୋଇଥିବା ଅନିୟମିତତା ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଯାହାକୁ ନେଇ ହାଇକୋର୍ଟଙ୍କ ଉପରୋକ୍ତ ରାୟ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story