ସିବିଆଇ କୋର୍ଟରେ ପ୍ରଥମ ଥର ଲାଗି ପ୍ରକାଶ ପାଇଲା ଏକ ଚିଟଫଣ୍ଡ ଠକେଇର ରାୟ

ଭୁବନେଶ୍ୱର: ସିବିଆଇ ସ୍ୱତନ୍ତ୍ର କୋର୍ଟରେ ପ୍ରଥମ ଥର ଲାଗି ଏକ ଚିଟଫଣ୍ଡ ଠକେଇ ମାମଲାର ରାୟ ପ୍ରକାଶ ପାଇଛି। । ଏସୋର୍ ଚିଟଫଣ୍ଡ ସଂସ୍ଥାର ଏମଡ଼ିଙ୍କୁ ୨ ବର୍ଷ ଜେଲ୍ ସହ ୭୨ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି କୋର୍ଟ। ତାଙ୍କ ନାଁ ଗୌରୀଶଙ୍କର ପରିଡ଼ା। ଘର ବାଲେଶ୍ୱର ସହଦେବଖୁଣ୍ଟାରେ। ବିଭିନ୍ନ ଲୋଭନୀୟ ସ୍କିମ୍ କରି କମ୍ପାନୀ ଖୋଲା ବଜାରରୁ କୋଟି କୋଟି ଟଙ୍କା ଉଠାଇଥିବା ଅଭିଯୋଗ ହୋଇଥିଲା। ଏନେଇ ୨୦୧୩ ମସିହାରେ ବାଲିଆପାଳ ଥାନାରେ […]

CBI-Bhubaneswar

Rakesh Mallick
  • Published: Wednesday, 23 December 2015
  • , Updated: 23 December 2015, 03:22 AM IST

ଭୁବନେଶ୍ୱର: ସିବିଆଇ ସ୍ୱତନ୍ତ୍ର କୋର୍ଟରେ ପ୍ରଥମ ଥର ଲାଗି ଏକ ଚିଟଫଣ୍ଡ ଠକେଇ ମାମଲାର ରାୟ ପ୍ରକାଶ ପାଇଛି। । ଏସୋର୍ ଚିଟଫଣ୍ଡ ସଂସ୍ଥାର ଏମଡ଼ିଙ୍କୁ ୨ ବର୍ଷ ଜେଲ୍ ସହ ୭୨ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି କୋର୍ଟ। ତାଙ୍କ ନାଁ ଗୌରୀଶଙ୍କର ପରିଡ଼ା। ଘର ବାଲେଶ୍ୱର ସହଦେବଖୁଣ୍ଟାରେ।

ବିଭିନ୍ନ ଲୋଭନୀୟ ସ୍କିମ୍ କରି କମ୍ପାନୀ ଖୋଲା ବଜାରରୁ କୋଟି କୋଟି ଟଙ୍କା ଉଠାଇଥିବା ଅଭିଯୋଗ ହୋଇଥିଲା। ଏନେଇ ୨୦୧୩ ମସିହାରେ ବାଲିଆପାଳ ଥାନାରେ ମାମଲା ରୁଜୁ ହୋଇଥିଲା।

Related story