ଏସସି ଓ ଏସଟି ମାମଲା: ଟିଟିଲାଗଡ ବାର ଆସୋସିଏସଏନର କାର୍ଯ୍ୟବନ୍ଦ ଜାରି

ଟିଟିଲାଗଡ: ଟିଟିଲାଗଡ କୋର୍ଟରୁ ସମସ୍ତ ଏସସି ଓ ଏସଟି ମାମଲା ବଲାଙ୍ଗୀର କୋର୍ଟକୁ ସ୍ଥାନାନ୍ତର ନିର୍ଦ୍ଦେଶକୁ ବିରୋଧ କରି ବୁଧବାର ଠାରୁ ଟିଟିଲାଗଡ ବାର ଆସୋସିଏସନ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଡାକରା ଦେଇଛି । ଓକିଲମାନେ କୋର୍ଟରେ ତାଲା ପକାଇବା ସହ ଗତକାଲି ଠାରୁ ପିକେଟିଙ୍ଗ୍ ଜାରି ରଖିଛନ୍ତି। ସରକାର ଏହି ନିର୍ଦ୍ଦେଶନାମା ଫେରସ୍ତ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ତରଫରୁ କୁହାଯାଇଛି।

titlagada

titlagada

Rakesh Mallick
  • Published: Thursday, 06 August 2015
  • Updated: 06 August 2015, 12:10 PM IST

Sports

Latest News

ଟିଟିଲାଗଡ: ଟିଟିଲାଗଡ କୋର୍ଟରୁ ସମସ୍ତ ଏସସି ଓ ଏସଟି ମାମଲା ବଲାଙ୍ଗୀର କୋର୍ଟକୁ ସ୍ଥାନାନ୍ତର ନିର୍ଦ୍ଦେଶକୁ ବିରୋଧ କରି ବୁଧବାର ଠାରୁ ଟିଟିଲାଗଡ ବାର ଆସୋସିଏସନ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଡାକରା ଦେଇଛି । ଓକିଲମାନେ କୋର୍ଟରେ ତାଲା ପକାଇବା ସହ ଗତକାଲି ଠାରୁ ପିକେଟିଙ୍ଗ୍ ଜାରି ରଖିଛନ୍ତି। ସରକାର ଏହି ନିର୍ଦ୍ଦେଶନାମା ଫେରସ୍ତ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ତରଫରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos