ଡରାଉଛି ଡେଙ୍ଗୁ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜଧାନୀରେ ଡେଙ୍ଗୁକୁ ମୁକାବଲା ପାଇଁ ବିଏମସିର ପ୍ରଚେଷ୍ଟା । ଘର ଘର ବୁଲି ଲୋକମାନଙ୍କୁ ସଚେତନତା କରୁଛି ବିଏମସି  । ଡେଙ୍ଗୁର ଲକ୍ଷଣ ସହ ନିରାକରଣ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି।  ବର୍ଷା ଦିନ ଶେଷ ପର୍ଯ୍ୟନ୍ତ ଏହି ସଚେତନ କାଯ୍ୟକ୍ରମ ଚାଲିବ ବୋଲି  ସୂଚନା ଦିଆଯାଇଛି ।  ଶୈଳୀଶ୍ରୀ ବିହାର ଓ ନୀଳାଦ୍ରି ବିହାରର ଅନେକ ବସ୍ତି ଓ ଅନ୍ୟ ଅଞ୍ଚଳକୁ ମଧ୍ୟ ଫୋକସରେ ରହିବ।   ରାଜଧାନୀରେ ବିଭିନ୍ନ ନାଳନର୍ଦମା ସଫେଇ ସହ […]

dengu-1..

dengu-1..

Tapas Behera
  • Published: Sunday, 11 July 2021
  • Updated: 11 July 2021, 04:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜଧାନୀରେ ଡେଙ୍ଗୁକୁ ମୁକାବଲା ପାଇଁ ବିଏମସିର ପ୍ରଚେଷ୍ଟା । ଘର ଘର ବୁଲି ଲୋକମାନଙ୍କୁ ସଚେତନତା କରୁଛି ବିଏମସି  । ଡେଙ୍ଗୁର ଲକ୍ଷଣ ସହ ନିରାକରଣ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି।  ବର୍ଷା ଦିନ ଶେଷ ପର୍ଯ୍ୟନ୍ତ ଏହି ସଚେତନ କାଯ୍ୟକ୍ରମ ଚାଲିବ ବୋଲି  ସୂଚନା ଦିଆଯାଇଛି ।  ଶୈଳୀଶ୍ରୀ ବିହାର ଓ ନୀଳାଦ୍ରି ବିହାରର ଅନେକ ବସ୍ତି ଓ ଅନ୍ୟ ଅଞ୍ଚଳକୁ ମଧ୍ୟ ଫୋକସରେ ରହିବ।   ରାଜଧାନୀରେ ବିଭିନ୍ନ ନାଳନର୍ଦମା ସଫେଇ ସହ ଅନାବନା ଜଙ୍ଗଲକୁ ସଫା କରିବାକୁ କାଯ୍ୟ ଆଗେଇ ନିଆଯାଇଛି ।  ବିଏମସିର ସ୍ୱତନ୍ତ୍ର ଟିମ ସହ ଡାକ୍ତରୀ ଟିମ ମଧ୍ୟ୍ୟ ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ସଚେତନ କରିବେ।  ଲୋକଙ୍କୁ ମଶାରି ବ୍ୟବହାର କରିବା ଓ ଘର ବାହାର ସଫା ରଖିବା , ଛାତ ଉପରେ ଅନାବଶ୍ୟକ ଟାୟାର ଫୋପାଡି ନ ରଖିବା ସହ ଘରେ ଲାଗିଥିବା ଗଛ ଗୁଡିକରେ କିଭଳି ପାଣି ନ ଜମିବ ସେନେଇ ସଚେତନ ରହିବାକୁ ବିଏମସି ସଚେତନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story