‘କେଉଁ ଆଟେଣ୍ଡାଣ୍ଟଙ୍କୁ ୱାର୍ଡକୁ ଛଡ଼ା ଯିବ, ଡାକ୍ତର ସ୍ଥିର କରିବେ’

କଟକ (ଓଡ଼ିଶା ରିପୋର୍ଟର): ଯେଉଁ କୋଭିଡ ଆକ୍ରାନ୍ତଙ୍କ ପାଇଁ ଆଟେଣ୍ଡାଣ୍ଟ ଦରକାର ସେମାନଙ୍କୁ ୱାର୍ଡ ଭିତରକୁ ଛଡ଼ାଯିବ। ସମସ୍ତ ଆଟେଣ୍ଡାଣ୍ଟଙ୍କୁ ୱାର୍ଡ ଭିତରକୁ ଛଡ଼ା ଯିବ ନାହିଁ। ସେହିଭଳି କେଉଁ ଆଟେଣ୍ଡାଣ୍ଟ ୱାର୍ଡ ଭିତରକୁ ଯିବେ, ତାହା ଡାକ୍ତର ସ୍ଥିର କରିବେ ବୋଲି ଆଜି କଟକ ବଡ଼ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସ୍ପଷ୍ଟ କରି ଦେଇଛନ୍ତି। ଆଟେଣ୍ଡାଣ୍ଟ ମାନଙ୍କୁ ୱାର୍ଡ ଭିତରକୁ ନଛଡ଼ା ଯିବାକୁ ନେଇ ଆଜି ସକାଳେ ଏସ୍‌ସିବି କୋଭିଡ ହସପିଟାଲ ପରିସରରେ […]

SCB Covid Hospital

SCB Covid Hospital

Niharika Rout
  • Published: Monday, 17 May 2021
  • Updated: 17 May 2021, 12:40 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଯେଉଁ କୋଭିଡ ଆକ୍ରାନ୍ତଙ୍କ ପାଇଁ ଆଟେଣ୍ଡାଣ୍ଟ ଦରକାର ସେମାନଙ୍କୁ ୱାର୍ଡ ଭିତରକୁ ଛଡ଼ାଯିବ। ସମସ୍ତ ଆଟେଣ୍ଡାଣ୍ଟଙ୍କୁ ୱାର୍ଡ ଭିତରକୁ ଛଡ଼ା ଯିବ ନାହିଁ। ସେହିଭଳି କେଉଁ ଆଟେଣ୍ଡାଣ୍ଟ ୱାର୍ଡ ଭିତରକୁ ଯିବେ, ତାହା ଡାକ୍ତର ସ୍ଥିର କରିବେ ବୋଲି ଆଜି କଟକ ବଡ଼ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସ୍ପଷ୍ଟ କରି ଦେଇଛନ୍ତି।

ଆଟେଣ୍ଡାଣ୍ଟ ମାନଙ୍କୁ ୱାର୍ଡ ଭିତରକୁ ନଛଡ଼ା ଯିବାକୁ ନେଇ ଆଜି ସକାଳେ ଏସ୍‌ସିବି କୋଭିଡ ହସପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ରୋଗୀଙ୍କ ସଂପର୍କୀୟମାନେ ହୋହଲ୍ଲା କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ପୂର୍ବରୁ ୱାର୍ଡ ଭିତରକୁ ଯିବାକୁ ସେମାନଙ୍କୁ ଅନୁମତି ମିଳୁଥିଲା। କିନ୍ତୁ ଆଜି ହଠାତ୍ ଏହାକୁ ବନ୍ଦ କରି ଦିଆଯାଇଥିଲା। ପୂର୍ବରୁ ନ ଜଣାଇ ହଠାତ ଏମିତି ସେମାନଙ୍କୁ ୱାର୍ଡ ଭିତରକୁ ନଛଡ଼ା ଯିବାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ଏସସିବି ପରିସରରେ ଥିବା ଏହି କୋଭିଡ୍ ହସ୍ପିଟାଲରେ ବିଭିନ୍ନ ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇଆସୁଛି। ଗତକାଲି ରାତି ୮ଟାରୁ ୧୨ଟା ଭିତରେ ପ୍ରାୟ ୫ ଥର ଏଠାରେ ଲାଇନ୍ କଟିଥିଲା। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିବାରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ ରୋଗୀ। ଏହି କୋଭିଡ୍ ମେଡିକାଲରେ ଶହେ ଶଯ୍ୟା ବିଶିଷ୍ଟ ଆଇସିୟୁ ବେଡ୍ ରହିଥିବା ବେଳେ କିଛି ଗୁରୁତର ରୋଗୀମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତେଣୁ ଏମିତି ବାରମ୍ବାର ବିଦ୍ୟୁତ କାଟ ହେବା ଘଟଣାକୁ ନେଇ ରୋଗୀଙ୍କ ସଂପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
https://youtu.be/JYMXWWUmF3g

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story