ମଙ୍କିପକ୍ସ ମୁକାବିଲା ପାଇଁ ଏସସିବି ପ୍ରସ୍ତୁତ, ସବୁ ରୋଗୀଙ୍କ ଉପରେ ରହିବ ନଜର

କଟକ(ଓଡ଼ିଶା ରିପୋର୍ଟର): ମଙ୍କିପକ୍ସ ଏବେ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସଙ୍କଟରେ ପରିଣତ ହେଲାଣି। ସମଗ୍ର ବିଶ୍ୱରେ ୧୬ ହଜାର ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ସମଗ୍ର ଦେଶରେ ଏଯାବତ ୪ଟି ମାମଲା ଚିହ୍ନଟ ହୋଇଛି।  କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଗାଇଡଲାଇନ୍‌ ଜାରି କରିଥିବା ବେଳେ ରାଜ୍ୟ ସରକାର ବି ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେଣି। ଏଥିନିମନ୍ତେ  ଏସସିବି ମେଡିକାଲକୁ ମଙ୍କିପକ୍ସର ନୋଡାଲ ସେଣ୍ଟର କରାଯାଇଛି । ଏସସିବି  ମେଡିକାଲ ତରଫରୁ ମେଡିସିନ, ପେଡିଆଟ୍ରିକ,ମାଇକ୍ରୋ ବାୟୋଲୋଜି,ଗାଇନିକ […]

monkeypox

monkeypox

Niharika Rout
  • Published: Friday, 29 July 2022
  • Updated: 29 July 2022, 08:46 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ମଙ୍କିପକ୍ସ ଏବେ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସଙ୍କଟରେ ପରିଣତ ହେଲାଣି। ସମଗ୍ର ବିଶ୍ୱରେ ୧୬ ହଜାର ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ସମଗ୍ର ଦେଶରେ ଏଯାବତ ୪ଟି ମାମଲା ଚିହ୍ନଟ ହୋଇଛି।  କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଗାଇଡଲାଇନ୍‌ ଜାରି କରିଥିବା ବେଳେ ରାଜ୍ୟ ସରକାର ବି ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେଣି। ଏଥିନିମନ୍ତେ  ଏସସିବି ମେଡିକାଲକୁ ମଙ୍କିପକ୍ସର ନୋଡାଲ ସେଣ୍ଟର କରାଯାଇଛି ।

ଏସସିବି  ମେଡିକାଲ ତରଫରୁ ମେଡିସିନ, ପେଡିଆଟ୍ରିକ,ମାଇକ୍ରୋ ବାୟୋଲୋଜି,ଗାଇନିକ ଓ ସ୍କିନ୍ ବିଭାଗର ଡାକ୍ତରଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି । ଆଉଟଡୋର ଓ ଇନଡୋରକୁ ଆସୁଥିବା ସମସ୍ତ ରୋଗୀଙ୍କ ଉପରେ ନଜର ରଖିବା ପାଇଁ ସବୁ ବିଭାଗକୁ ସଜାଗ କରି ଦିଆଯାଇଛି । କୌଣସି ବ୍ୟକ୍ତିଙ୍କଠାରେ ଯଦି ଏହି ରୋଗର କିଛି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଟିମ୍‌କୁ ଅବଗତ କରିବାକୁ କୁହାଯାଇଛି ।

ସେହିପରି ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ଦୁଇଟି ଏବଂ ଆଇସିୟୁ ବେଡ଼ ୪ଟି ପ୍ରସ୍ତୁତ କରି ରଖାଯାଇଛି । ଯଦି କୌଣସି ରୋଗୀ ଆସନ୍ତି ତେବେ ଏସସିବି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମଙ୍କିପକ୍ସର ନୋଡାଲ ଅଧିକାରୀ ଡ଼ାକ୍ତର ଜୟନ୍ତ ପଣ୍ଡା ।

ଏନେଇ ସେ କହିଛନ୍ତି, ଏବେ ବିଭିନ୍ନ ଦେଶକୁ ଯାତାୟତ ଖୋଲା ଅଛି।   ଆଫ୍ରିକା, ଆମେରିକାରୁ ଓଡ଼ିଶା ଆସୁଥିବା ଲୋକେ ଭୁତାଣୁବାହକ ହେବା ଅସମ୍ଭବ ନୁହେଁ। କେରଳରେ ୩ ଓ ଦିଲ୍ଲୀରେ ଜଣେ ରୋଗୀ ଚିହ୍ନଟ ହୋଇ ସାରିଛନ୍ତି। ଦିଲ୍ଲୀ ରୋଗୀଙ୍କର କୌଣସି ବିଦେଶ ଭ୍ରମଣ ରେକର୍ଡ ନ ଥିବାରୁ ଉକ୍ତ ରୋଗୀଙ୍କୁ ସ୍ଥାନୀୟ ସଂକ୍ରମଣ ବୋଲି ଧରା ଯାଉଛି। ଏହାକୁ ଆଖି ଆଗରେ ରଖି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛୁ।

ସୂଚନାଯୋଗ୍ୟ, ଦେଶରେ ମଙ୍କିପକ୍ସର ମାମଲା ଧୀରେ ଧୀରେ ମୁଣ୍ଡ ଟେକୁଥିବା ବେଳେ କେନ୍ଦ୍ର ସରକାର ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍କିପକ୍ସ ରୋଗୀ ଏବଂ ସେମାନଙ୍କ ସଂସ୍ପର୍ଶ‌ରେ ଯେଉଁମା‌ନେ ଆସିଛନ୍ତି ସେମାନଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି।

ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀ ସଙ୍ଗରୋଧରେ ରହିବେ  ରୋଗୀ।  ତିନି ଥାକିଆ ମାସ୍କ ପିନ୍ଧିବେ।  ଶରୀରରେ ହୋଇଥିବା ଘା ଓ ବଥ ଗୁଡିକୁ ଯଥା ସମ୍ଭବ ଘୋଡାଇ ରଖିବା ଉଚିତ । ସଂକ୍ରମିତ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ୨୧ ଦିନ ଆଇସୋଲେସନରେ ରହିବେ ବୋଲି ନିର୍ଦ୍ଦେଶାବଳୀ ଜାରି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story