ଏସ୍‌ସିବିରେ ଏମ୍‌ସିଆଇ ଟିମ୍‌, ମେଡିକାଲ କଲେଜ ସିଟ୍‌ ବୃଦ୍ଧି ନେଇ ସମୀକ୍ଷା

କଟକ: ଏସ୍‌ସିବି ମେଡିକାଲ କଲେଜରେ ସିଟ୍‌ ବୃଦ୍ଧି ନେଇ ସମୀକ୍ଷା କରିବାକୁ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ) ପହଞ୍ଚିଛନ୍ତି। ୪ ଜଣିଆ ଏହି ପ୍ରତିନିଧି ଦଳ ମେଡିକାଲର ସବୁ ବିଭାଗର ଡାକ୍ତରଙ୍କୁ ନେଇ ଏକ ମିଳିତ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପରେ ଟିମ୍‌ ବିଭିନ୍ନ ୱାର୍ଡ ବୁଲି ଭିତ୍ତିଭୂମିର ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷ କରି ମେଡିକାଲ କଲେଜରେ ସିଟ୍‌ ବୃଦ୍ଧି ନେଇ ଭିତ୍ତିଭୂମି ଓ ଅଧ୍ୟାପକ ନେଇ ଟିମ୍‌ ଅନୁଧ୍ୟାନ […]

ctc

Rakesh Mallick
  • Published: Tuesday, 07 March 2017
  • , Updated: 07 March 2017, 12:45 PM IST

କଟକ: ଏସ୍‌ସିବି ମେଡିକାଲ କଲେଜରେ ସିଟ୍‌ ବୃଦ୍ଧି ନେଇ ସମୀକ୍ଷା କରିବାକୁ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ) ପହଞ୍ଚିଛନ୍ତି। ୪ ଜଣିଆ ଏହି ପ୍ରତିନିଧି ଦଳ ମେଡିକାଲର ସବୁ ବିଭାଗର ଡାକ୍ତରଙ୍କୁ ନେଇ ଏକ ମିଳିତ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପରେ ଟିମ୍‌ ବିଭିନ୍ନ ୱାର୍ଡ ବୁଲି ଭିତ୍ତିଭୂମିର ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷ କରି ମେଡିକାଲ କଲେଜରେ ସିଟ୍‌ ବୃଦ୍ଧି ନେଇ ଭିତ୍ତିଭୂମି ଓ ଅଧ୍ୟାପକ ନେଇ ଟିମ୍‌ ଅନୁଧ୍ୟାନ କରିବେ।

ଟିମ୍‌ର ରିପୋର୍ଟ ଆଧାରରେ ସିଟ୍‌ ବୃଦ୍ଧି ପାଇଁ ଅନୁମତି ମିଳିବ ବୋଲି ଆଶା କରାଯାଉଛି।

Related story