ସାର୍‌ଙ୍କୁ ଛାଡ଼ିବାକୁ ଛାତ୍ରୀ ନାରାଜ, ରାସ୍ତାକୁ ଓହ୍ଲାଇଲେ

ବାଲେଶ୍ୱର(ରଣଜିତ୍ ପାକଳ): ଶିକ୍ଷକଙ୍କ ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ଶତାଧିକ ଛାତ୍ରୀ ରାସ୍ତାରୋକ କରିଛନ୍ତି। ବାଲେଶ୍ୱର ଜିଲ୍ଲା ରେମୁଣାରେ ଆଜି ଦେଖିବାକୁ ମିଳିଛି ଏହି ଘଟଣା। ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍କୁଲ ଗେଟ୍‌ ତାଲା ପକାଇ ରାସ୍ତାରେ ବସିଛନ୍ତି। ଏହି ସ୍କୁଲ୍‌ର ଶିକ୍ଷକ ରାମଚନ୍ଦ୍ର ସ୍ୱାଇଁଙ୍କୁ ଖନ୍ତାପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି। ତେବେ ପରୀକ୍ଷା ପାଖେଇ ଆସୁଥିବାରୁ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ନ କରିବା ପାଇଁ ଛାତ୍ରୀମାନେ ଦାବି କରିଛନ୍ତି। ପୁଲିସ୍ […]

school

Jitendra Garnayak
  • Published: Thursday, 31 January 2019
  • , Updated: 31 January 2019, 12:50 PM IST

ବାଲେଶ୍ୱର(ରଣଜିତ୍ ପାକଳ): ଶିକ୍ଷକଙ୍କ ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ଶତାଧିକ ଛାତ୍ରୀ ରାସ୍ତାରୋକ କରିଛନ୍ତି। ବାଲେଶ୍ୱର ଜିଲ୍ଲା ରେମୁଣାରେ ଆଜି ଦେଖିବାକୁ ମିଳିଛି ଏହି ଘଟଣା। ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍କୁଲ ଗେଟ୍‌ ତାଲା ପକାଇ ରାସ୍ତାରେ ବସିଛନ୍ତି।

ଏହି ସ୍କୁଲ୍‌ର ଶିକ୍ଷକ ରାମଚନ୍ଦ୍ର ସ୍ୱାଇଁଙ୍କୁ ଖନ୍ତାପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି। ତେବେ ପରୀକ୍ଷା ପାଖେଇ ଆସୁଥିବାରୁ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ନ କରିବା ପାଇଁ ଛାତ୍ରୀମାନେ ଦାବି କରିଛନ୍ତି।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାସୁଝା କରୁଛି।

Related story