ଜୀବନର ଶେଷ ଚିଠି ଲେଖି ଝୁଲି ପଡ଼ିଲେ ଶିକ୍ଷୟିତ୍ରୀ

ସୋର (ନିରଞ୍ଜନ ବେହେରା): ଜୀବନର ଶେଷ କୋହଭରା ଚିଠି ଲେଖିଲେ ଶିକ୍ଷୟିତ୍ରୀ! ଆଉ ତା’ପରେ ଝୁଲି ପଡ଼ିଲେ। ଶରୀର ଯନ୍ତ୍ରଣାରେ ଅସହ୍ୟ ହେବାରୁ ଶିକ୍ଷୟିତ୍ରୀ ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବା ସୁଇସାଇଡ୍‌ରୁ ସ୍ପଷ୍ଟ ହୋଇଛି। ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଘଟିଛି। ଖଇରା ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଗଣ୍ଡିବେଡ଼ ଗାଁର ମିନାକ୍ଷୀ ବିଶ୍ୱାଳ। ୮ ବର୍ଷ ତଳେ ସେ ସଞ୍ଜୟ ରାଉଳଙ୍କୁ ବିବାହ କରିଥିଲେ। ସ୍ୱାମୀ ଡିଫେନ୍ସରେ ଚାକିରି କରୁଥିବା […]

Soro

Soro

Manoranjan Sial
  • Published: Tuesday, 09 August 2022
  • Updated: 09 August 2022, 10:01 PM IST

Sports

Latest News

ସୋର (ନିରଞ୍ଜନ ବେହେରା): ଜୀବନର ଶେଷ କୋହଭରା ଚିଠି ଲେଖିଲେ ଶିକ୍ଷୟିତ୍ରୀ! ଆଉ ତା’ପରେ ଝୁଲି ପଡ଼ିଲେ। ଶରୀର ଯନ୍ତ୍ରଣାରେ ଅସହ୍ୟ ହେବାରୁ ଶିକ୍ଷୟିତ୍ରୀ ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବା ସୁଇସାଇଡ୍‌ରୁ ସ୍ପଷ୍ଟ ହୋଇଛି। ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଘଟିଛି।

ଖଇରା ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଗଣ୍ଡିବେଡ଼ ଗାଁର ମିନାକ୍ଷୀ ବିଶ୍ୱାଳ। ୮ ବର୍ଷ ତଳେ ସେ ସଞ୍ଜୟ ରାଉଳଙ୍କୁ ବିବାହ କରିଥିଲେ। ସ୍ୱାମୀ ଡିଫେନ୍ସରେ ଚାକିରି କରୁଥିବା ବେଳେ ମିନାକ୍ଷୀ ସୋରରେ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ତାଙ୍କର ୬ ବର୍ଷର ଏବେ ଝିଅ ଅଛି। ସ୍ୱାମୀ, ଝିଅ ଓ ପରିବାରର ଅନ୍ୟମାନଙ୍କୁ ନେଇ ଖୁସିରେ ରହୁଥିଲେ ମଧ୍ୟ ଭିତରେ ଯନ୍ତ୍ରଣାରେ ଜଳୁଥିଲେ ମିନାକ୍ଷୀ। ଛାତି ଯନ୍ତ୍ରଣା ନେଇ ମିନାକ୍ଷୀ ପରିବାର ଲୋକଙ୍କୁ କହିଥିଲେ। ଏହା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା।

ଅସ୍ତ୍ରୋପଚାର ପରେ ସବୁକିଛି ଠିକ୍‌ ହୋଇଯିବ ବୋଲି ଭାବିଥିଲେ ମିନାକ୍ଷୀ। ହେଲେ କିଛି ସୁଫଳ ମିଳିନଥିଲା। ଯନ୍ତ୍ରଣା ଅଧିକ ହେଉଥିଲା। ଯନ୍ତ୍ରଣା ଏତେ ହେଉଥିଲା ଯେ, ସେ ହସ୍ୟ କରିପାରୁନଥିଲେ। ସୋମବାର ପରିବାରରେ ଜଣଙ୍କ ଜନ୍ମ ଦିନ ଥିଲା। ସେଥିରେ ସାମିଲ ହେବା ପାଇଁ ମିନାକ୍ଷୀ ଓ ତାଙ୍କ ଝିଅ ସୋରରୁ ଶାଶୁ ଘରକୁ ଆସିଥିଲେ। ଶରୀରର ଯନ୍ତ୍ରଣା ସତ୍ତ୍ୱେ ଜନ୍ମ ଦିନରେ ନିଜକୁ ହଜାଇ ଦେଇଥିଲେ। ଜନ୍ମଦିନ ଉତ୍ସବ ସରିବା ପରେ ସମସ୍ତେ ନିଜ ଘରକୁ ଚାଲି ଯାଇଥିଲେ। ମିନାକ୍ଷୀ ମଧ୍ୟ ନିଜ ଶୋଇବା ଘରକୁ ଚାଲି ଯାଇଥିଲେ।

ସୋମବାର ସକାଳେ ମିନାକ୍ଷୀଙ୍କ ମୃତଦେହ ରୋଷେଇ ଘର ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ସେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ଏଥିସହ ମୃତଦେହ ପାଖରୁ ଗୋଟିଏ ସୁଇସାଇଡ୍‌ ନୋଟ ମିଳିଛି। ଯେଉଁଥିରେ ସେ ଲେଖିଛନ୍ତି, ମୋ’ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି। ଅଧିକ ଯନ୍ତ୍ରଣା ହେବାରୁ କେତେ ମେଡିସିନ୍‌ ଖାଇବି। ଶେଷରେ ମୁଁ ଆତ୍ମହତ୍ୟା କରୁଛି। ମୋ’ ଝିଅ ତମକୁ ଲାଗିଲା। ତାଙ୍କୁ ସମସ୍ତେ ଦେଖିବେ ବୋଲି ମିନାକ୍ଷୀ ଲେଖିଛନ୍ତି। ପୁଲିସ୍‌ ସୁଇସାଇଡ୍‌ ନୋଟକୁ ଜବତ କରିଛି। ଏଥିସହ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story