ସୂର୍ଯ୍ୟପରାଗ ପାଇଁ ୨୬ରେ ସ୍କୁଲ ଛୁଟି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ ତାରିଖରେ ସୂର୍ଯ୍ୟପରାଗ ହେବ। ତେଣୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଏନେଇ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

student_school_1493885162_749x421

Jyoshna Pradhan
  • Published: Tuesday, 24 December 2019
  • , Updated: 24 December 2019, 01:13 PM IST

Related story