ସରିଲା ଖରା ଛୁଟି: ଖୋଲିଲା ବିଭିନ୍ନ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ସରିଲା ଗ୍ରୀଷ୍ମ ଛୁଟି।  ଆଜିଠୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିଛି।  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏପ୍ରିଲ ୨୬ ତାରିଖରୁ ବନ୍ଦ ରଖା ଯାଇଥିଲା।  ଏହି ସମୟରେ ପିଲାଙ୍କ ପାଠପଢା ବନ୍ଦ ଥିବା ବେଳେ କେବଳ ସମର କ୍ୟାମ୍ପର ଆୟୋଜନ କରିଥିଲେ।

[vc_video link=" " align="center"]

ଆଜିଠାରୁ ପୁଣି ଥରେ ଚଳଚଞ୍ଚଳ ହୋଇପଡିଛି ବିଭିନ୍ନ ଶିକ୍ଷାନୁଷ୍ଠାନ। କ୍ୟାମ୍ପସ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିବେଶ ଚଳଚଞ୍ଚଳ ହେବା ସହ ପାଠପଢ଼ା ଆରମ୍ଭ ହୋଇଛି।

Ordigital Desk
• Published: Monday, 19 June 2017
• Updated: 19 June 2017, 10:41 AM IST

Sports

Latest News

ଭୁବନେଶ୍ୱର: ସରିଲା ଗ୍ରୀଷ୍ମ ଛୁଟି।  ଆଜିଠୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିଛି।  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏପ୍ରିଲ ୨୬ ତାରିଖରୁ ବନ୍ଦ ରଖା ଯାଇଥିଲା।  ଏହି ସମୟରେ ପିଲାଙ୍କ ପାଠପଢା ବନ୍ଦ ଥିବା ବେଳେ କେବଳ ସମର କ୍ୟାମ୍ପର ଆୟୋଜନ କରିଥିଲେ।

[vc_video link=" " align="center"]

ଆଜିଠାରୁ ପୁଣି ଥରେ ଚଳଚଞ୍ଚଳ ହୋଇପଡିଛି ବିଭିନ୍ନ ଶିକ୍ଷାନୁଷ୍ଠାନ। କ୍ୟାମ୍ପସ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିବେଶ ଚଳଚଞ୍ଚଳ ହେବା ସହ ପାଠପଢ଼ା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos