ଭୁବନେଶ୍ୱରରେ ସ୍ଥାପନ ହେବ ‘ସାଇନ୍ସ ସିଟି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ୟ ରାଜ୍ୟ ଢାଂଚାରେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇନ୍ସ ସିଟି ସ୍ଥାପନ କରାଯିବ । ଏଥିପାଇଁ ରାଜ୍ୟ ସରକାର ରାଜଧାନୀର ଉପକଣ୍ଠରେ ୩୦ଏକର ଜମି ପ୍ରଦାନ କରିଛନ୍ତି ବୋଲି ରାଜ୍ୟ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ବିଧାନସଭାରେ ସୂଚନା ଦେଇଛନ୍ତି । ଆଜି ଗୃହରେ ମନ୍ତ୍ରୀ ଶ୍ରୀ ପଣ୍ଡା ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ଏକ ପ୍ରଶ୍ନର ଉତ୍ତର ରଖୁଥିବାବେଳେ ବାଚସ୍ପତିଙ୍କ ଅନୁମତି ନେଇ ଏହି ସୂଚନା ଦେଇଥିଲେ । […]

Bhubaneswar

Bhubaneswar

Ordigital Desk
  • Published: Friday, 15 July 2022
  • Updated: 15 July 2022, 05:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ୟ ରାଜ୍ୟ ଢାଂଚାରେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇନ୍ସ ସିଟି ସ୍ଥାପନ କରାଯିବ । ଏଥିପାଇଁ ରାଜ୍ୟ ସରକାର ରାଜଧାନୀର ଉପକଣ୍ଠରେ ୩୦ଏକର ଜମି ପ୍ରଦାନ କରିଛନ୍ତି ବୋଲି ରାଜ୍ୟ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ବିଧାନସଭାରେ ସୂଚନା ଦେଇଛନ୍ତି ।

ଆଜି ଗୃହରେ ମନ୍ତ୍ରୀ ଶ୍ରୀ ପଣ୍ଡା ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ଏକ ପ୍ରଶ୍ନର ଉତ୍ତର ରଖୁଥିବାବେଳେ ବାଚସ୍ପତିଙ୍କ ଅନୁମତି ନେଇ ଏହି ସୂଚନା ଦେଇଥିଲେ । ସେ କହିଥିଲେ, ଅନ୍ୟ ରାଜ୍ୟ ଢାଂଚାରେ ଭୁବନେଶ୍ୱରରେ ସାଇନ୍ସ ସିଟି ନିର୍ମାଣ କରାଯିବ । ଏହାସହିତ ପୁରୀରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ପ୍ରତିଷ୍ଠା କରାଯିବ । ପୁରୀରେ ବିଜ୍ଞାନ ପ୍ରଦର୍ଶନୀ ସମେତ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଶ୍ରୀମନ୍ଦିର ଐତିହ୍ୟ ଆଦି ସ୍ଥାନ ପାଇବ ।

ସାତକୋଶିଆ ଅଂଚଳରେ ବାୟୋସ୍ପିୟର ମ୍ୟୁଜିୟମ୍ ମଧ୍ୟ ସ୍ଥାପନ କରାଯିବ । ବଡ଼ମ୍ବା-ନରସିଂହପୁର ଅଂଚଳର ସାତକୋଶିଆଠାରେ ରାଜ୍ୟ ସରକାର ଜୈବବିବିଧତାକୁ ନେଇ ଏକ ପ୍ରାକୃତିକ ସଂଗ୍ରହାଳୟ କରିବେ । ଏଥିରେ କଟକ, ଅନୁଗୋଳ ଓ ନୟାଗଡ଼ ଆଦି ଜିଲ୍ଲାକୁ ସାମିଲ କରାଯାଇଛି । ଏନେଇ ମଧ୍ୟ ଜାତୀୟ ବିଜ୍ଞାନ ପରିଷଦକୁ ସୂଚନା ଦିଆଇଥିବା ନେଇ ମନ୍ତ୍ରୀ ଶ୍ରୀ ପଣ୍ଡା ବିଧାନସଭାକୁ ଅବଗତ କରାଇଥିଲେ । ମନ୍ତ୍ରୀ ଶ୍ରୀ ପଣ୍ଡା ଆଜି ଏହି ସୂଚନା ନିଜ ଆଡ଼ୁ ଗୃହରେ ବାଚସ୍ପତିଙ୍କ ଅନୁମତି ନେଇ ରଖିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story