ଟିକା କେନ୍ଦ୍ରରେ ଠେଲାପେଲା, ପୁଲିସ ଗୋଡ଼ାଇ ଗୋଡ଼ାଇ ପିଟିଲା

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): କରୋନା ଟିକା ନେବା ପାଇଁ ଆସି ଟିକାକେନ୍ଦ୍ରରେ ଠେଲା ପେଲା କରୁଥିଲେ। ପୁଲିସ ଗୋଡ଼ାଇ ଗୋଡ଼ାଇ ନିର୍ଧୁମ ପିଟିଲା। ଜୀବନ ବିକଳରେ ଯିଏ ଯେମିତି ପାରିଲା ଦୌଡ଼ି ପଳାଇଗଲେ। ଅଧାରୁ ବନ୍ଦ ରହିଲା ଟିକାକରଣ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ଘଟିଛି। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ କୃତିବାସ ଭବନକୁ ଟିକାକରଣ କେନ୍ଦ୍ର ଭାବେ ଚୟନ କରାଯାଇଥିଲା। ଏଠାକୁ ୪୩୦ କରୋନା ଟିକା ଡୋଜ୍‌ ଆସିଥିଲା। ପ୍ରଥମ […]

Balugaon

Balugaon

Manoranjan Sial
  • Published: Friday, 30 July 2021
  • Updated: 30 July 2021, 04:44 PM IST

Sports

Latest News

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): କରୋନା ଟିକା ନେବା ପାଇଁ ଆସି ଟିକାକେନ୍ଦ୍ରରେ ଠେଲା ପେଲା କରୁଥିଲେ। ପୁଲିସ ଗୋଡ଼ାଇ ଗୋଡ଼ାଇ ନିର୍ଧୁମ ପିଟିଲା। ଜୀବନ ବିକଳରେ ଯିଏ ଯେମିତି ପାରିଲା ଦୌଡ଼ି ପଳାଇଗଲେ। ଅଧାରୁ ବନ୍ଦ ରହିଲା ଟିକାକରଣ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ଘଟିଛି।

ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ କୃତିବାସ ଭବନକୁ ଟିକାକରଣ କେନ୍ଦ୍ର ଭାବେ ଚୟନ କରାଯାଇଥିଲା। ଏଠାକୁ ୪୩୦ କରୋନା ଟିକା ଡୋଜ୍‌ ଆସିଥିଲା। ପ୍ରଥମ ଡୋଜ ପାଇଁ ୩୫୦, ଦ୍ୱିତୀୟ ଡୋଜ ୫୦ ଓ ଗର୍ଭବତୀଙ୍କ ପାଇଁ ୩୦ ଡୋଜ ଆସିଥିଲା। ସକାଳ ପରଠାରୁ ଲୋକମାନେ ଟିକା ନେବା ପାଇଁ ଭିଡ୍‌ ଜମାଇଥିଲେ। ମାତ୍ର ଟୋକନ୍‌ ସରିଯିବା ପରେ ଟିକାକେନ୍ଦ୍ରରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଟୋକନ୍‌ ପାଇନଥିବା ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଯାହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଖବର ପାଇଁ କେନ୍ଦ୍ରରେ ପହଞ୍ଚିଥିଲା ପୁଲିସ। ପ୍ରଥମେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ମାତ୍ର ଅବୁଧା ଲୋକମାନେ ବୁଝିନଥିଲେ। ଶେଷରେ ପୁଲିସ ଭିଡ ନିୟନ୍ତ୍ରଣ କରିବାକୁ ଯାଇ ଲାଠି ଚାର୍ଜ କରିଥିବା ଦେଖିବାକୁ ମିଳିଥିଲା। ମାଡ଼ ଖାଇବା ପରେ ଟିକା ନେବା ପାଇଁ ଆସିଥିବା ଲୋକମାନେ ଛତ୍ର ଭଙ୍ଗ ଦେଇଥିଲେ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସେପଟେ ଟିକାଦାନ ଅଧାରୁ ବନ୍ଦ ରହିଲା।

ଟିକା ନେବା ପାଇଁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି-“ଟିକା ନେବା ପାଇଁ କାଲିଠାରୁ ଲାଇନ୍‌ ଦେଇଥିଲୁ। ଆଜି ସକାଳେ ହଠାତ ଟିକାକେନ୍ଦ୍ର ଗେଟ୍‌ ଖୋଲିଦେଲେ। ସମସ୍ତେ ଏକାଥରେ ଠେଲାପେଲା ହୋଇ ଭିତରେ ପଶିଗଲେ। ଏହା ପରେ ପୁଲିସ ମାଡ଼ ମାରିଲା। ଆମକୁ ପୁଲିସୁ ନିର୍ଧୁମ ପିଟିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story