୩ ଜଣଙ୍କୁ ପିଟି କାର୍‌ ଫେରାର, ବୃଦ୍ଧଙ୍କ ମୃତ୍ୟୁ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଦେଇ ଯାଇଥିବା ୫୭ ନମ୍ୱର ଜାତୀୟ ରାଜପଥରେ ଗୋଟିଏ କାର୍‌ ଆଜି ସକାଳେ ସିରିଜ୍‌ ଦୁର୍ଘଟଣା ଘଟାଇଛି। ଏଥିରେ ଜଣେ ବୃଦ୍ଧ ଓ ଗୋଟିଏ ଷଣ୍ଢର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଦୁର୍ଘଟଣା ଘଟାଇଥିବା କାର୍‌କୁ ପୁଲିସ ଖୋଜି ପାଉନି। ଆଜି ସକାଳ ପ୍ରାୟ 5 ଘଣ୍ଟା ହେବ। ବୁଟୁପାଲିର ଡିଙ୍ଗର ମେହେର ନିଜ ଘର ଆଗରେ […]

Car Accident

Car Accident

Manoranjan Sial
  • Published: Wednesday, 30 June 2021
  • Updated: 30 June 2021, 06:41 PM IST

Sports

Latest News

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଦେଇ ଯାଇଥିବା ୫୭ ନମ୍ୱର ଜାତୀୟ ରାଜପଥରେ ଗୋଟିଏ କାର୍‌ ଆଜି ସକାଳେ ସିରିଜ୍‌ ଦୁର୍ଘଟଣା ଘଟାଇଛି। ଏଥିରେ ଜଣେ ବୃଦ୍ଧ ଓ ଗୋଟିଏ ଷଣ୍ଢର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଦୁର୍ଘଟଣା ଘଟାଇଥିବା କାର୍‌କୁ ପୁଲିସ ଖୋଜି ପାଉନି।

ଆଜି ସକାଳ ପ୍ରାୟ 5 ଘଣ୍ଟା ହେବ। ବୁଟୁପାଲିର ଡିଙ୍ଗର ମେହେର ନିଜ ଘର ଆଗରେ ଛିଡ଼ା ହୋଇଥିଲେ। ଏହି ସମୟରେ ଏକ କାର୍ ଭାରସାମ୍ୟ ହରାଇ ଶ୍ରୀ ମେହେରଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ କାର୍‌ଟି ଦ୍ରୁତ ଗତିରେ ସେଠାରୁ ଚମ୍ପଟ ମାରୁଥିବା ବେଳେ ରାସ୍ତାରେ ଗୋଟିଏ ଷଣ୍ଢକୁ ପିଟିଥିଲା। ଷଣ୍ଢର ମଧ୍ୟ ମୃତ୍ୟୁ ଘଟିଥିଲା। ସେହିପରି ପ୍ରାତଃ ଭ୍ରମଣ ସାରି ଘରକୁ ଫେରୁଥିବା ବେଳେ କମଳ ମେହେରଙ୍କୁ ମଧ୍ୟ ଧକ୍କା ଦେଇଥିଲା କାର୍‌। ମାତ୍ର ସେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ତିନି ତିନିଟା ଦୁର୍ଘଟଣା ଘଟାଇଥିବା କାର୍‌ଟି ଫେରାର ମାରିଛି। ଗାଡ଼ିକୁ ଅଟକାଇବା ପାଇଁ ପୁଲିସ ବିଭିନ୍ନ ଥାନାକୁ ଯୋଗାଯୋଗ କରିଛି। ମାତ୍ର ସିରିଜ୍‌ ଦୁର୍ଘଟଣା ଘଟାଇଥିବା କାର୍‌ ସମ୍ପର୍କରେ ପୁଲିସ ସୂଚନା ପାଇନାହିଁ। କାର୍‌ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ସାଧାରଣରେ ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story