ସେବାଶ୍ରମଗୁଡ଼ିକରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ଜାତୀୟ ଏସଟି କମିଶନ ଅଧ୍ୟକ୍ଷ କହିଲେ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟାପ୍ତ ନୁହେଁ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କୁ ଆଜି ଜାତୀୟ ଏସଟି କମିଶନ ଅଧ୍ୟକ୍ଷ ସାକ୍ଷାତ କରିଛନ୍ତି। ରାଜ୍ୟର ଆଦିବାସୀ ସେବାଶ୍ରମ ସ୍କୁଲ ଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ସେବାଶ୍ରମ ହଷ୍ଟେଲଗୁଡ଼ିକରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ କାର୍ଯ୍ୟାନୁଷ୍ଠାନକୁ ନେଇ ଏସଟି କମିଶନ ଅଧ୍ୟକ୍ଷ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭିନ୍ନ ସେବାଶ୍ରମ ସ୍କୁଲରେ ୧୭ଟି ଯୌନ ଶୋଷଣ ମାମଲା ନଜରକୁ ଆସିଥିବାବେଳେ ସେ ଦିଗରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପର୍ଯ୍ୟାପ୍ତ ନୁହେଁ ବୋଲି […]

bbsr

bbsr

Rakesh Mallick
  • Published: Saturday, 05 September 2015
  • Updated: 05 September 2015, 02:10 PM IST

Sports

Latest News

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କୁ ଆଜି ଜାତୀୟ ଏସଟି କମିଶନ ଅଧ୍ୟକ୍ଷ ସାକ୍ଷାତ କରିଛନ୍ତି। ରାଜ୍ୟର ଆଦିବାସୀ ସେବାଶ୍ରମ ସ୍କୁଲ ଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ସେବାଶ୍ରମ ହଷ୍ଟେଲଗୁଡ଼ିକରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ କାର୍ଯ୍ୟାନୁଷ୍ଠାନକୁ ନେଇ ଏସଟି କମିଶନ ଅଧ୍ୟକ୍ଷ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭିନ୍ନ ସେବାଶ୍ରମ ସ୍କୁଲରେ ୧୭ଟି ଯୌନ ଶୋଷଣ ମାମଲା ନଜରକୁ ଆସିଥିବାବେଳେ ସେ ଦିଗରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପର୍ଯ୍ୟାପ୍ତ ନୁହେଁ ବୋଲି ଏସଟି କମିଶନ କହିଛନ୍ତି । ତା’ସହ ଆଗାମୀ ଦିନରେ ପ୍ରତି ବ୍ଲକରେ ଏକ ମଡେଲ୍ ଆଦିବାସୀ ସ୍କୁଲ ଖୋଲିବା ନେଇ ସେ ସୂଚନା ଦେଇଛନ୍ତି। ଯେଉଁଠି ଗୁଣାତ୍ମକ ମାନର ଶିକ୍ଷା ଦିଆଯିବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos