ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଥାନାରେ ଏତଲା

<p>ପୁରୀ (ଓଡ଼ିଶା ରିପୋର୍ଟର): ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ୨ ମାସ ପୂରଣ ହୋଇଥିଲେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ମାମଲା ରୁଜୁ ହୋଇ ନାହିଁ। ଏହାକୁ ବିରୋଧ କରି ଇଚ୍ଛାମୃତ୍ୟୁ ଆବେଦନ କରିଥିବା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ନରସିଂହ ପୂଜାପଣ୍ଡ ପୁରୀ ଟାଉନ ଥାନାରେ ଏକ ଏତଲା ଦାଏର କରିଛନ୍ତି। ଘଟଣାରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଲୋକଲୋକନକୁ ଆଣିବାକୁ ଦାବି ସେ କରିଛନ୍ତି।</p>

Ordigital Desk
  • Published: Friday, 08 June 2018
  • Updated: 08 June 2018, 08:11 PM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ୨ ମାସ ପୂରଣ ହୋଇଥିଲେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ମାମଲା ରୁଜୁ ହୋଇ ନାହିଁ। ଏହାକୁ ବିରୋଧ କରି ଇଚ୍ଛାମୃତ୍ୟୁ ଆବେଦନ କରିଥିବା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ନରସିଂହ ପୂଜାପଣ୍ଡ ପୁରୀ ଟାଉନ ଥାନାରେ ଏକ ଏତଲା ଦାଏର କରିଛନ୍ତି। ଘଟଣାରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଲୋକଲୋକନକୁ ଆଣିବାକୁ ଦାବି ସେ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos