ଆସିଲା ରିପୋର୍ଟ: ୩ ଜିଲ୍ଲାରେ କ୍ଷୟକ୍ଷତି ହୋଇଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସିଲା ଦ୍ୱିତୀୟ ଦଫା ଅଦିନିଆ ବର୍ଷା କ୍ଷୟକ୍ଷତି ଜନିତ ରିପୋର୍ଟ। ରାଜସ୍ୱ ମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ୫ ଜିଲ୍ଲାର ଜିଲ୍ଲାପାଳ। ଏସବୁ ଜିଲ୍ଲା ଗୁଡ଼ିକ ହେଲା ପୁରୀ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। କଟକ ଓ କେନ୍ଦ୍ରାପଡ଼ାରେ କ୍ଷୟକ୍ଷତି ହୋଇ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ପୁରୀ, ଯାଜପୁର ଓ ଜଗତସିଂହପୁରରେ କ୍ଷୟକ୍ଷତି ହୋଇଛି। ଏସବୁ ଜିଲ୍ଲାରେ ମୋଟ ୧୦ ହଜାର ହେକ୍ଟର ଜମିରେ ଧାନ ଫସଲ କ୍ଷତି ହୋଇଥିଲା। ମାସେ ଭିତରେ […]

second report got revenue minister today12

Rakesh Mallick
  • Published: Thursday, 21 December 2017
  • , Updated: 21 December 2017, 10:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସିଲା ଦ୍ୱିତୀୟ ଦଫା ଅଦିନିଆ ବର୍ଷା କ୍ଷୟକ୍ଷତି ଜନିତ ରିପୋର୍ଟ। ରାଜସ୍ୱ ମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ୫ ଜିଲ୍ଲାର ଜିଲ୍ଲାପାଳ। ଏସବୁ ଜିଲ୍ଲା ଗୁଡ଼ିକ ହେଲା ପୁରୀ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। କଟକ ଓ କେନ୍ଦ୍ରାପଡ଼ାରେ କ୍ଷୟକ୍ଷତି ହୋଇ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ପୁରୀ, ଯାଜପୁର ଓ ଜଗତସିଂହପୁରରେ କ୍ଷୟକ୍ଷତି ହୋଇଛି। ଏସବୁ ଜିଲ୍ଲାରେ ମୋଟ ୧୦ ହଜାର ହେକ୍ଟର ଜମିରେ ଧାନ ଫସଲ କ୍ଷତି ହୋଇଥିଲା। ମାସେ ଭିତରେ ଏସବୁ ଜିଲ୍ଲାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି।

Related story