ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ଗାଁରେ ସମୁଦ୍ର ପାଣି ପଶିବାରେ ଲାଗିଛି। ଫଳରେ ଗାଁର ଲକ୍ଷ୍ମୀନାରାୟଣ ସାହି, ହରଚଣ୍ଡୀ ସାହି ଓ ମଙ୍ଗଳା ସାହିର ଲୋକେ ଏକପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି।
ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ଗାଁରେ ସମୁଦ୍ର ପାଣି ପଶିବାରେ ଲାଗିଛି। ଫଳରେ ଗାଁର ଲକ୍ଷ୍ମୀନାରାୟଣ ସାହି, ହରଚଣ୍ଡୀ ସାହି ଓ ମଙ୍ଗଳା ସାହିର ଲୋକେ ଏକପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି। ଏଠାରେ ବର୍ଷା ଜଳ କଲ୍ଭର୍ଟ ଦେଇ ଚିଲିକାକୁ ନିଷ୍କାସନ ହେବା କଥା। ହେଲେ ଗାଁ ପାଖରେ ଖୋଲିଥିବା ଏକ ନୂଆ ମୁହାଁଣ ଦେଇ ସମୁଦ୍ର ପାଣି ଚିଲିକାରେ ପ୍ରବେଶ କରୁଛି। ଫଳରେ କଲ୍ଭର୍ଟ ଦେଇ ବର୍ଷା ପାଣି ଚିଲିକାକୁ ଯାଇପାରୁନି। ଅନ୍ୟ […]
bramhagiri
ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ଗାଁରେ ସମୁଦ୍ର ପାଣି ପଶିବାରେ ଲାଗିଛି। ଫଳରେ ଗାଁର ଲକ୍ଷ୍ମୀନାରାୟଣ ସାହି, ହରଚଣ୍ଡୀ ସାହି ଓ ମଙ୍ଗଳା ସାହିର ଲୋକେ ଏକପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି।