ଏନ୍‌କାଉଣ୍ଟରରେ ଶେଖ୍‌ ବାବୁ ଆହତ

କଟକ: ମଙ୍ଗଳାବାଗ ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ବାବୁ ଆହତ ହୋଇଛି। ତା ଆଣ୍ଠୁରେ ଗୁଳି ବାଜିଛି। ମହମ୍ମଦ ସକିଲର ସହଯୋଗୀ ବାବୁ ନାଁରେ ବିଭିନ୍ନ ଥାନାରେ ୮ଟି ମାମଲା ରହିଛି। ୱାଣ୍ଟେଡ ଲିଷ୍ଟରେ ଥିବା ବାବୁକୁ ଧରିବାକୁ କମିଶନରେଟ ପୋଲିସ୍‌ ବହୁବାର ଯୋଜନା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଗତକାଲି ବାବୁ ହାଡିଆପଠାରେ ଥିବା ପୋଲିସ ସୂଚନା ପାଇଁ ଚଢାଉ କରିଥିଲା। ଏହି ସମୟରେ ବାବୁ ପୋଲିସ୍‌ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। […]

ctc

ctc

Rakesh Mallick
  • Published: Tuesday, 18 April 2017
  • Updated: 18 April 2017, 08:41 AM IST

Sports

Latest News

କଟକ: ମଙ୍ଗଳାବାଗ ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ବାବୁ ଆହତ ହୋଇଛି। ତା ଆଣ୍ଠୁରେ ଗୁଳି ବାଜିଛି। ମହମ୍ମଦ ସକିଲର ସହଯୋଗୀ ବାବୁ ନାଁରେ ବିଭିନ୍ନ ଥାନାରେ ୮ଟି ମାମଲା ରହିଛି।

ୱାଣ୍ଟେଡ ଲିଷ୍ଟରେ ଥିବା ବାବୁକୁ ଧରିବାକୁ କମିଶନରେଟ ପୋଲିସ୍‌ ବହୁବାର ଯୋଜନା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଗତକାଲି ବାବୁ ହାଡିଆପଠାରେ ଥିବା ପୋଲିସ ସୂଚନା ପାଇଁ ଚଢାଉ କରିଥିଲା। ଏହି ସମୟରେ ବାବୁ ପୋଲିସ୍‌ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଜବାବରେ ପୋଲିସ ମଧ୍ୟ ଦୁଇ ରାଉଣ୍ଡ ଗୁଳି ଚଳାଇ ଥିଲା। ଏଥିରୁ ଗୋଟିଏ ବାବୁ ଆଣ୍ଠୁରେ ବାଜିଥିଲା। ଆହତ ଅବସ୍ଥାରେ ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story