ଏକଜିଟ୍ ପୋଲ୍‌ ଉପରେ ନିଷେଧାଦେଶ, ସାନି ନିର୍ଦ୍ଦେଶାନାମା ଜାରି କଲେ ସିଇଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ଓ ୪ଟି ରାଜ୍ୟର ବିଧାନସଭା ପାଇଁ ନିର୍ବାଚନ ନସରିବା ପର୍ଯ୍ୟନ୍ତ ମତଗଣନା ସମ୍ପର୍କିତ ପ୍ରାକ୍ ଫଳାଫଳ ଆକଳନ ବା ଏକଜିଟ୍ ପୋଲ୍ ପ୍ରସାରଣ କରାଯାଇପାରିବ ନାହିଁ। ଏପ୍ରିଲ ୭ତାରିଖରେ ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଓ ନିର୍ଦ୍ଦେଶନାମାକୁ ଆଧାର କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ଆଜି ଏହି ନିର୍ଦ୍ଦେଶନାମା ପୁଣି ଜାରି କରିଛନ୍ତି। ଏହି ନିର୍ଦ୍ଦେଶାନାମାର ଅନୁପାଳନ କରିବାକୁ ସେ ସମସ୍ତ ଗଣମାଧ୍ୟମ କର୍ତ୍ତୃପକ୍ଷଙ୍କ […]

ceo

ceo

Manoranjan Sial
  • Published: Tuesday, 16 April 2019
  • Updated: 16 April 2019, 09:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ଓ ୪ଟି ରାଜ୍ୟର ବିଧାନସଭା ପାଇଁ ନିର୍ବାଚନ ନସରିବା ପର୍ଯ୍ୟନ୍ତ ମତଗଣନା ସମ୍ପର୍କିତ ପ୍ରାକ୍ ଫଳାଫଳ ଆକଳନ ବା ଏକଜିଟ୍ ପୋଲ୍ ପ୍ରସାରଣ କରାଯାଇପାରିବ ନାହିଁ। ଏପ୍ରିଲ ୭ତାରିଖରେ ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଓ ନିର୍ଦ୍ଦେଶନାମାକୁ ଆଧାର କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ଆଜି ଏହି ନିର୍ଦ୍ଦେଶନାମା ପୁଣି ଜାରି କରିଛନ୍ତି। ଏହି ନିର୍ଦ୍ଦେଶାନାମାର ଅନୁପାଳନ କରିବାକୁ ସେ ସମସ୍ତ ଗଣମାଧ୍ୟମ କର୍ତ୍ତୃପକ୍ଷଙ୍କ ସହଯୋଗ କାମନା କରିଛନ୍ତି।

ଲୋକପ୍ରତିନିଧି ଆଇନର ଧାର ୧୨୬-(୧)(ଖ) ଅନୁସାରେ ନିର୍ବାଚନ ମତଦାନ ସମ୍ପର୍କିତ ଯେକୌଣସି ମତାମତ, ଫଳାଫଳ, କୌଣସି ପ୍ରକାର ସର୍ଭେ, କୌଣସି ବୈଦ୍ୟୁତିକ ଗଣମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳରେ ମତଦାନ ଶେଷ ହେବାର ନିର୍ଦ୍ଧାରିତ ୪୮ଘଣ୍ଟା ପୂର୍ବରୁ ପ୍ରସାରଣ କରାଯାଇ ପାରିବ ନାହିଁ। ଏହି କଟକଣା ଏପ୍ରିଲ ୧୧ ତାରିଖ ସକାଳ ୭ଟାରୁ ମେ’ ୧୯ତାରିଖ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି କଟକଣା ଉଭୟ ପ୍ରିଣ୍ଟ ମିଡିଆ ଓ ସମସ୍ତ ପ୍ରକାରର ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ପ୍ରଯୁଜ୍ୟ ବୋଲି ସିଇଓ ଶ୍ରୀ କୁମାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story