ପ୍ରଧାନଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଲେ ଛାତ୍ରୀ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପ୍ରଧାନଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଛନ୍ତି ଛାତ୍ରୀ। ଜଣେ କି ଦୁଇ ଜଣ ନୁହେଁ, ବର୍ତ୍ତମାନ ସୁଦ୍ଧା ୪ ଜଣ ଛାତ୍ରୀ ଅଭିଯୋଗ କରିଛନ୍ତି। ଆଗକୁ ଅଭିଯୋଗକାରୀଙ୍କ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି। ଗତ ୨୩ ତାରିଖରେ ଦେଓଗାଁ ଥାନା ଅଞ୍ଚଳରେ ଏକ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆ ଷଷ୍ଠ ଶ୍ରେଣୀର ୫ ଜଣ ଛାତ୍ରୀଙ୍କୁ ଅଫିସ୍‌ ରୁମକୁ ଡାକି ଥିଲେ। ଆଉ […]

Teacher

Teacher

Manoranjan Sial
  • Published: Thursday, 25 August 2022
  • Updated: 25 August 2022, 05:44 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପ୍ରଧାନଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଛନ୍ତି ଛାତ୍ରୀ। ଜଣେ କି ଦୁଇ ଜଣ ନୁହେଁ, ବର୍ତ୍ତମାନ ସୁଦ୍ଧା ୪ ଜଣ ଛାତ୍ରୀ ଅଭିଯୋଗ କରିଛନ୍ତି। ଆଗକୁ ଅଭିଯୋଗକାରୀଙ୍କ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି।

ଗତ ୨୩ ତାରିଖରେ ଦେଓଗାଁ ଥାନା ଅଞ୍ଚଳରେ ଏକ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆ ଷଷ୍ଠ ଶ୍ରେଣୀର ୫ ଜଣ ଛାତ୍ରୀଙ୍କୁ ଅଫିସ୍‌ ରୁମକୁ ଡାକି ଥିଲେ। ଆଉ ଡ୍ରେସ୍‌ ଖୋଲିବାକୁ କହିଥିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିଲେ ସ୍କୁଲ ବାହାର କରି ଦିଆଯିବ ବୋଲି ଧମକ ଦେଇଥିଲେ। ପ୍ରଧାନଶିକ୍ଷକ ଏପରି ବାରମ୍ୱାର କରୁଥିବା ଅଭିଯୋଗ ହୋଇଥିଲା। ଭୟ ସତ୍ତ୍ୱେ ଜଣେ ଛାତ୍ରୀ ଏପରି ଲଜ୍ଜ୍ୟା ଜନକ ଘଟଣା ସମ୍ପର୍କରେ ନିଜ ମାଆଙ୍କୁ ଜଣାଇଥିଲେ। ଏହା ପରେ ଅନ୍ୟ ୪ ଛାତ୍ରୀ ସେମାନଙ୍କ ମାଆକୁ କହିଥିଲେ। ଧୀରେ ଧୀରେ କଥା ପ୍ରଘଟ ହୋଇଥିଲା।

ଆଜି ଅଭିଭାବକମାନେ ସ୍କୁଲ୍‌ ଘେରାଉ କହିଥିଲେ। ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କୁ ଅଭିଭାବକ ଏବଂ ଗାଁ ଲୋକେ ଅଟକ ରଖିଥିଲେ। ଏହାକୁ ନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ସ୍କୁଲରେ ପହଞ୍ଚିଥିଲେ ପୁଲିସ୍‌, ବିଇଓ ଓ ଏବିଇଓ। ସେମାନେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସ୍କୁଲରେ ଉତ୍ତେଜନା ଲାଗି ରହିଛି। ପ୍ରଧାନଶିକ୍ଷକଙ୍କ ନିର୍ଯାତନାରେ ଶିକାର ହୋଇ ୪ ଜଣ ଛାତ୍ରୀ ଥାନାରେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story