ଜିଲ୍ଲାରେ ଚିକିତ୍ସିତ ହେବେ ଗୁରୁତର କରୋନା ରୋଗୀ, ଏଣିକି ଭର୍ଚୁଆଲ ଆଇସିୟୁ ସୁବିଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ କରୋନା ସଂକ୍ରମିତ ରୋଗୀ ସଂଖ୍ୟା ବୃଦ୍ଧି ପାଇବାପରେ ରାଜ୍ୟ ସରକାର ଆଜି ଗୁରୁତର କରୋନା ରୋଗୀଙ୍କୁ ଚିକିତ୍ସା ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ପଦକ୍ଷେପ ନେଇଛନ୍ତି। ଏହାସହିତ ଏଣିକି ଦୁର୍ଗମ ଅଂଚଳରେ କରୋନା ରୋଗୀଙ୍କୁ ଆପ୍ ମାଧ୍ୟମରେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ଭର୍ଚୁଆଲ ଆଇସିୟୁ ସୁବିଧା ଯୋଗାଇ ଦେବା ବ୍ୟବସ୍ଥା ମଧ୍ୟ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି […]

vartual-icu

vartual-icu

Manoranjan Sial
  • Published: Tuesday, 15 September 2020
  • Updated: 15 September 2020, 10:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ କରୋନା ସଂକ୍ରମିତ ରୋଗୀ ସଂଖ୍ୟା ବୃଦ୍ଧି ପାଇବାପରେ ରାଜ୍ୟ ସରକାର ଆଜି ଗୁରୁତର କରୋନା ରୋଗୀଙ୍କୁ ଚିକିତ୍ସା ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ପଦକ୍ଷେପ ନେଇଛନ୍ତି। ଏହାସହିତ ଏଣିକି ଦୁର୍ଗମ ଅଂଚଳରେ କରୋନା ରୋଗୀଙ୍କୁ ଆପ୍ ମାଧ୍ୟମରେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ଭର୍ଚୁଆଲ ଆଇସିୟୁ ସୁବିଧା ଯୋଗାଇ ଦେବା ବ୍ୟବସ୍ଥା ମଧ୍ୟ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି କୋଭିଡ୍ ଚିକିତ୍ସା ପରିଚାଳନା ନିମନ୍ତେ ୧୩ଟି ପଏଣ୍ଟର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଯେଉଁ କୋଭିଡ୍ ରୋଗୀ ଗୁରୁତର ସ୍ୱାସ୍ଥ୍ୟସେବା ଆବଶ୍ୟକ କରୁଥିବେ ତାଙ୍କୁ ରୁଟିନ୍ ପ୍ରକ୍ରିୟାରେ ଭୁବନେଶ୍ୱର ଓ କଟକକୁ ରେଫର ନକରି ପ୍ରଥମେ ଜିଲ୍ଲାସ୍ତରର ହସ୍ପିଟାଲରେ ଥିବା ଆଇସିୟୁ କିମ୍ବା ଏଚଡିୟୁରେ ଚିକିତ୍ସିତ କରାଇବେ। ତୃଣମୂଳସ୍ତର ଓ ଜିଲ୍ଲାସ୍ତରର ହସ୍ପିଟାଲଗୁଡ଼ିକରେ ଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଅଧିକ ପ୍ରଶିକ୍ଷଣ ଦିଆଗଲେ ରୋଗୀ ପରିଚାଳନା ସଠିକ୍ ହେବା ସହ ରେଫର କରିବା ଘଟଣା ମଧ୍ୟ ହ୍ରାସ ପାଇବ। ସେହିପରି ରୋଗୀଙ୍କୁ ରେଫର କରିବାବେଳେ ରେଫରାଲ ନୀତିକୁ ଅବଲମ୍ବନ କରିବାକୁ କୁହାଯାଇଛି। ରୋଗୀଙ୍କୁ ପଠା ଯାଉଥିବା ଓ ରହିଥିବା ହସ୍ପିଟାଲଗୁଡ଼ିକ ମଧ୍ୟରେ ସହଜ ସମନ୍ୱୟ ରକ୍ଷା ସମ୍ଭବପର ହେବ। ଯେଉଁ ରୋଗୀ ଭୁବନେଶ୍ୱର ଓ କଟକ ରେଫର କରିବା ପାଇଁ ଚାପ ପକାଇବେ ସେମାନଙ୍କୁ ହସ୍ପିଟାଲରୁ ସ୍ଥାନାନ୍ତରବେଳେ ଜୀବନ ପ୍ରତି ବିପଦ ଥିବା ସମ୍ପର୍କରେ ବୁଝାଇବାକୁ କୁହାଯାଇଛି। ସେହିପରି ଯେଉଁ ରୋଗୀ ରେଫର କରିବା ଜରୁରୀ ଥିବ ତାଙ୍କ ସହ ଜରୁରୀକାଳୀନ ମେଡିକାଲ ଟେକନସିଆନ୍ ରହିବେ, ଯାହାଫଳରେ ପରିବହନବେଳେ ରୋଗୀଙ୍କ ମଧ୍ୟରେ ଅକ୍ସିଜେନ୍ ନେବାରେ କୌଣସି ସମସ୍ୟା ସୃଷ୍ଟି ନହେବ। ପେପର୍ଯ୍ୟନ୍ତ ରୋଗୀ ସ୍ଥିର ହୋଇନଥିବେ ତାଙ୍କୁ ପରିବହନ ନକରିବାକୁ କୁହାଯାଇଛି।

ସେହିପରି ରୋଗୀଙ୍କ ଉପରେ ତୀକ୍ଷ୍ଣ ନଜର ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ୱାର୍ଡରେ ସଠିକ୍ ସମୟରେ ଚିକିତ୍ସା ସୁବିଧା ଦିଆଗଲେ ଅଳ୍ପ ରୋଗୀ ହିଁ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହେବାଭଳି ପରିସ୍ଥିତି ରହିବ। ଆଇସିଏମଆର ପ୍ରୋଟୋକଲ୍ ଅନୁସାରେ ମଧ୍ୟମଧରଣର ରୋଗୀଙ୍କୁ ରେମଡିସିଭିର ଇଞ୍ଜେକ୍ସନ ଦେବା ବିଷୟରେ ଚିନ୍ତା କରାଯାଇପାରେ। କରୋନା ରୋଗୀଙ୍କର ଫୁସଫୁସ୍ ସଂକ୍ରମଣ ହୋଇଛି କି ନାହିଁ ତାହା ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରି ଚିକିତ୍ସା କରାଇବାକୁ କୁହାଯାଇଛି ।
ଏସବୁ ବ୍ୟତୀତ ଆଇସିୟୁ ଉପରେ ଚାପ ହ୍ରାସ ନିମନ୍ତେ ଷ୍ଟେପଡାଉନ୍ ଆଇସିୟୁ ବ୍ୟବସ୍ଥା କରିବାକୁ କୁହାଯାଇଛି। ଯେଉଁ ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଆଇସିୟୁରେ ସ୍ଥିର ରହିବ ସେମାନଙ୍କୁ ଷ୍ଟେପଡାଉନ୍ ଆଇସିୟୁକୁ ଅଣାଯିବ। ଏହି ଏଚଡିୟୁ ବା ସେମି ଆଇସିୟୁ ବେଡ୍ ସଂଖ୍ୟା ହସ୍ପିଟାଲରେ ଥିବା ଆଇସିୟୁ ବେଡ ସଂଖ୍ୟାର ଅତିକମ୍‌ରେ ଅଧା ହେବା ଜରୁରୀ। କୋଭିଡ୍ ରୋଗୀଙ୍କ ପାଇଁ ଅଧିକ ସଂଖ୍ୟକ ଡାଇଲେସିସ୍ ବେଡ୍‌, ପ୍ରସୂତୀ ବେଡ, ଟ୍ରମା ବେଡ୍ ଆଦି ସୁବିଧା କରାଯିବ। ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କୋଭିଡ୍ ସଂକ୍ରମିତ କ୍ୟାନସର ରୋଗୀଙ୍କ କୋମୋଥେରାପି ପାଇଁ ୨୫ଟି ଓ ଏସସିବି ମେଡିକାଲରେ କୋଭିଡ୍ ସଂକ୍ରମିତ ଶିଶୁଙ୍କ ପାଇଁ ଆଇସିୟୁ ବ୍ୟବସ୍ଥା କରିବାକୁ କୁହାଯାଇଛି।

ଫୁସଫୁସର ଅଲଟ୍ରା ସାଉଣ୍ଡ ଓ ସିଟି ସ୍କାନ ଭଳି ପରୀକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଏହାସହିତ ଯେଉଁ ଜିଲ୍ଲାରେ ଅଧିକ କରୋନା ରୋଗୀ ଥିବେ ସେଠାକୁ ଅନ୍ୟ ଜିଲ୍ଲାରୁ ପ୍ରଶିକ୍ଷିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଅଣାଯାଇ ପାରିବ। ହସ୍ପିଟାଲ କର୍ମଚାରୀଙ୍କୁ ସଠିକ୍ ସମୟରେ ଉପକରଣ ଓ ଔଷଧ ଯୋଗାଇ ଦିଆଯିବ। ଯେଉଁ କର୍ମଚାରୀମାନେ ବିଶେଷକରି ଆଇସିୟୁରେ କାମ କରୁଥିବେ ସେମାନଙ୍କର ନୈତିକ ମନୋବଳ ବୃଦ୍ଧି ନିମନ୍ତେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story