ବର୍ଷାରେ ବେହାଲ ବଲାଙ୍ଗୀର

ବଲାଙ୍ଗୀର( ଘଟେଶ୍ୱର ମିଶ୍ର): ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର । ଗତ ୨ ଦିନ ଧରି ବଲାଙ୍ଗୀରରେ ପ୍ରବଳ ବର୍ଷା ହେଉଛି।  ଗତକାଲି ରାତି ତମାମ ବର୍ଷା ହେବା ପରେ ବଲାଙ୍ଗୀର ସହରର ଅବସ୍ଥା ସଙ୍ଗୀନ ହୋଇ ପଡ଼ିଛି। ପରିସ୍ଥିତି ଏପରି ହୋଇଛି ଯେ, ଘରେ ଘରେ ପାଣି ପଶିଯାଇଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲ ଧୋଇ ହୋଇ ଯିବାରୁ ବାଧାପ୍ରାପ୍ତ ହୋଇଛି ଯାତାୟତ। ଫଳରେ […]

bolangiri-2..1

bolangiri-2..1

Niharika Rout
  • Published: Tuesday, 13 August 2019
  • Updated: 13 August 2019, 04:35 PM IST

ବଲାଙ୍ଗୀର( ଘଟେଶ୍ୱର ମିଶ୍ର): ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର । ଗତ ୨ ଦିନ ଧରି ବଲାଙ୍ଗୀରରେ ପ୍ରବଳ ବର୍ଷା ହେଉଛି।  ଗତକାଲି ରାତି ତମାମ ବର୍ଷା ହେବା ପରେ ବଲାଙ୍ଗୀର ସହରର ଅବସ୍ଥା ସଙ୍ଗୀନ ହୋଇ ପଡ଼ିଛି। ପରିସ୍ଥିତି ଏପରି ହୋଇଛି ଯେ, ଘରେ ଘରେ ପାଣି ପଶିଯାଇଛି।

ପ୍ରବଳ ବର୍ଷା ଲାଗି ରହିଥିବାରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲ ଧୋଇ ହୋଇ ଯିବାରୁ ବାଧାପ୍ରାପ୍ତ ହୋଇଛି ଯାତାୟତ। ଫଳରେ ସହରବାସୀ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି।

ସହରର ସାଲିପାଲୀ ଅଞ୍ଚଳ ଏବେ ଜଳବନ୍ଦୀ ଘେରରେ । ସହରର ତଳି ଅଞ୍ଚଳରେ ପାଣି ପଶି କିଛି ସ୍ଥାନରେ ଘରର କାନ୍ଥ ପଡିଯାଇଥିବା ମଧ୍ୟ ସୂଚନା ମିଳିଛି । ଓଡ୍ରାଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି । ସେପଟେ ବନ୍ୟା ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରାଯାଇଛି । ସମୀକ୍ଷା ବୈଠକରେ ବିଧାୟକ ନରସିଂହ ମିଶ୍ର, ଜିଲ୍ଲାପାଳ, ସିଡିଏମ୍ଓଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ।

https://youtu.be/GG52kaTzy_Q

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story