ରାଉରକେଲା(ପବନ ତିୱାରୀ): ଷ୍ଟିଲ୍ ସହର ରାଉରକେଲାରେ ସୋମବାର ହୋଇଛି ସେରୋ ସର୍ଭେ। ସହରର ତିନିଟି ସ୍ଥାନରେ ହୋଇଛି ସେରୋ ସର୍ଭେ। ତୃତୀୟ ଲହରରେ ଛୋଟ ପିଲାମାନେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ମୁଖ୍ୟତଃ ୬ ବର୍ଷରୁ ୧୭ ବର୍ଷର ପିଲାଙ୍କୁ ଫୋକସ୍ କରାଯାଇଛି।
ଭୁବନେଶ୍ୱର ଆର୍ଏମ୍ଆର୍ସି ସଦସ୍ୟ ମାତୃଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ୱରେ ରାଉରକେଲା ଯାଇଥିଲା ୪ ଜଣିଆ ଟିମ୍। ଏହି ପ୍ରଥମେ ରିଜର୍ଭ ପୁଲିସ ହସ୍ପିଟାଲ୍ରେ ନମୂନା ସଂଗ୍ରହ କରିଥିଲା। ପରେ ବାସନ୍ତି କଲୋନୀ, ସହରାଞ୍ଚଳ ହସ୍ପିଟାଲ୍ ଓ ଉଦିତ ନଗର ସ୍ଥିତ ସହରାଞ୍ଚଳ ହସ୍ପିଟାଲ୍ରେ ନମୂନା ସଂଗ୍ରହ କରାଯାଇଛି।
ପ୍ରତି କେନ୍ଦ୍ରରୁ ୪୦ ଜଣଙ୍କଠାରୁ ନମୂନା ସଂଗ୍ରହ କରାଯାଇଛି। ସେଥିରୁ ୬ରୁ ୧୭ ବର୍ଷର ବର୍ଗର ୧୨ ଜଣ ପିଲା ଅଛନ୍ତି। ଲୋକମାନେ ଶୃଙ୍ଖଳିତ ଭାବେ କୋଭିଡ୍ ଗାଇଡ୍ଲାଇନ୍ ମାନି କେନ୍ଦ୍ରକୁ ଆସିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।