ସେଲ୍‌ କର୍ମଚାରୀଙ୍କୁ ଉତ୍ସାହିତ କରିବ ‘ସର୍ଭିସ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀଠାରେ ସେଲ୍‌ କର୍ମଚାରୀମାନଙ୍କ ପାଇଁ ସ୍ୱୟଂସେବୀ ଯୋଜନା ତଥା ପୋର୍ଟାଲ ‘ସର୍ଭିସ’ର ଶୁଭାରମ୍ଭ କରିଛନ୍ତି। ସାମାଜିକ କାର୍ଯ୍ୟ ପ୍ରତି କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ଏହି ସର୍ଭିସ ଆରମ୍ଭ କରାଯାଇଛି। ସମାଜର ଗରିବଙ୍କ କଲ୍ୟାଣ ପାଇଁ କର୍ମଚାରୀମାନେ ଏକାଠି ହେବା ସହ ଦେଶ ନିର୍ମାଣରେ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ ସେଲ୍‌ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତର ରାଷ୍ଟ୍ରପତି ରାମନାଥ […]

sail

sail

Niharika Rout
  • Published: Thursday, 23 January 2020
  • Updated: 23 January 2020, 02:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀଠାରେ ସେଲ୍‌ କର୍ମଚାରୀମାନଙ୍କ ପାଇଁ ସ୍ୱୟଂସେବୀ ଯୋଜନା ତଥା ପୋର୍ଟାଲ ‘ସର୍ଭିସ’ର ଶୁଭାରମ୍ଭ କରିଛନ୍ତି। ସାମାଜିକ କାର୍ଯ୍ୟ ପ୍ରତି କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ଏହି ସର୍ଭିସ ଆରମ୍ଭ କରାଯାଇଛି। ସମାଜର ଗରିବଙ୍କ କଲ୍ୟାଣ ପାଇଁ କର୍ମଚାରୀମାନେ ଏକାଠି ହେବା ସହ ଦେଶ ନିର୍ମାଣରେ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ ସେଲ୍‌ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ନିଜ ଅଧିକାର ପ୍ରତି ସତର୍କ ରହିବା ସହ ନାଗରିକଙ୍କୁ ନିଜର କର୍ତ୍ତବ୍ୟ ପ୍ରତି ମଧ୍ୟ ସମ୍ବେଦନଶୀଳ  ରହିବାର ଆବଶ୍ୟକତା ରହିଛି।

ଉଲ୍ଲେଖନୀୟ ଯେ, ଏହି ସର୍ଭିସ ଯୋଜନା କେବଳ ସେଲ୍‌ର କର୍ମଚାରୀମାନଙ୍କ ପାଇଁ ପ୍ରଯୁଜ୍ୟ। ସାମାଜିକ କାର୍ଯ୍ୟ ପ୍ରତି କର୍ମଚାରୀଙ୍କୁ ଏହି ଯୋଜନା ଉତ୍ସାହିତ କରିବ। ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସଶକ୍ତିକରଣ, କନ୍ୟା ସନ୍ତାନଙ୍କ ଠାରେ ଦେଖାଯାଉଥିବା କୁପୋଷଣ କ୍ଷେତ୍ରରେ ଏହି ଯୋଜନାରେ ଧ୍ୟାନ ଦିଆଯିବ। ଏହି ଯୋଜନା ସାମାଜିକ କଲ୍ୟାଣ ହାସଲ କରିବା ଦିଗରେ ପରିଲିକ୍ଷିତ।

ସେଲ୍‌  ଏବଂ ସେଲ୍‌  ଦ୍ୱାରା ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମର ବିକାଶ କରାଇବା ଦିଗରେ ଏହି ଯୋଜନାକୁ ଆରମ୍ଭ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story