ସେଷ୍ଟନେବଲ୍ ଟାର୍ଗେଟ ଉପରେ ଗୁରୁତ୍ୱ

 ଭୁବନେଶ୍ୱର: ଏନଜିଓ ସଂସ୍ଥା ଏଫପିଏ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ‘କନସଲଟେସନ୍ ଅନ୍ ପୋଷ୍ଟ-୨୦୧୫ ଏଜେଣ୍ଡା ୱିଥ୍ ପାର୍ଲାମେଣ୍ଟାରିଆନସ ଆଣ୍ଡ କି ଷ୍ଟେକ ହୋଲଡର୍ସ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସାଂସଦ ବୈଜୟନ୍ତ ପଣ୍ଡା, ରବୀନ୍ଦ୍ର ଜେନା, ଏ.ଭି. ସ୍ୱାମୀ ଏବଂ ବୈଷ୍ଣବ ପରିଡ଼ାଙ୍କ ସମେତ ୧୧ଜଣ ବିଧାୟକ, ପରିବାର କଲ୍ୟାଣ ବିଭାଗ ନିଦ୍ଦେର୍ଶକ ଏବଂ ବିଭିନ୍ନ ଉନ୍ନୟନ ବିଭାଗର କର୍ମକର୍ତ୍ତା ଏଥିରେ ଯୋଗଦେଇଥିଲେ । ଏହି ଆଲୋଚନାଚକ୍ରରେ ଆସନ୍ତା ୧୫ ବର୍ଷ ପାଇଁ ସେଷ୍ଟନେବଲ୍ […]

baijayanta panda

Rakesh Mallick
  • Published: Thursday, 25 June 2015
  • , Updated: 25 June 2015, 03:02 AM IST

 ଭୁବନେଶ୍ୱର: ଏନଜିଓ ସଂସ୍ଥା ଏଫପିଏ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ‘କନସଲଟେସନ୍ ଅନ୍ ପୋଷ୍ଟ-୨୦୧୫ ଏଜେଣ୍ଡା ୱିଥ୍ ପାର୍ଲାମେଣ୍ଟାରିଆନସ ଆଣ୍ଡ କି ଷ୍ଟେକ ହୋଲଡର୍ସ' ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସାଂସଦ ବୈଜୟନ୍ତ ପଣ୍ଡା, ରବୀନ୍ଦ୍ର ଜେନା, ଏ.ଭି. ସ୍ୱାମୀ ଏବଂ ବୈଷ୍ଣବ ପରିଡ଼ାଙ୍କ ସମେତ ୧୧ଜଣ ବିଧାୟକ, ପରିବାର କଲ୍ୟାଣ ବିଭାଗ ନିଦ୍ଦେର୍ଶକ ଏବଂ ବିଭିନ୍ନ ଉନ୍ନୟନ ବିଭାଗର କର୍ମକର୍ତ୍ତା ଏଥିରେ ଯୋଗଦେଇଥିଲେ । ଏହି ଆଲୋଚନାଚକ୍ରରେ ଆସନ୍ତା ୧୫ ବର୍ଷ ପାଇଁ ସେଷ୍ଟନେବଲ୍ ଟାର୍ଗେଟକୁ କିପରି ହାସଲ କରି ହେବ ସେ ନେଇ ଗୁରୁତ୍ୱ ଦିଆଯାଇଥିଲା।

Related story