ଚିକିତ୍ସା କଲେନି, ମରିଗଲା ୭ ମାସର ଶିଶୁପୁତ୍ର!

କେନ୍ଦୁଝର (ପ୍ରଣୟ ପାଣି): ଗୁରୁତର ହୋଇପଡ଼ିଥିଲା ୭ ମାସର ଶିଶୁପୁତ୍ରର ସ୍ୱାସ୍ଥ୍ୟାବସ୍ଥା। ଏଥିପାଇଁ କାଳବିଳମ୍ବ ନକରି ରାତାରାତି ତାକୁ ଛୋଟ ଡାକ୍ତରଖାନାରୁ ବଡ଼ ଡାକ୍ତରଖାନାକୁ ନେଇ ଆସିଥିଲେ ବାପା। ହେଲେ ସେ ବଞ୍ଚିପାରିଲେନି। ସକାଳେ ଉଡ଼ିଗଲା ତା’ ପ୍ରାଣବାୟୁ। ଡାକ୍ତରମାନେ ଯଦି ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଛୁଆଟିକୁ ବଞ୍ଚାଇବାରେ ବିଫଳ ହୋଇଥାଆନ୍ତେ, ତା’ହେଲେ ବାପା କିଛି ଅଭିଯୋଗ କରି ନ ଥାଆନ୍ତେ। ଦଇବର ଇଚ୍ଛା କହି ଚୁପ୍ ରହି ଥାଆନ୍ତେ ଓ ପୁଅର ମୃତଦେହ ନେଇ ଗାଁକୁ […]

tyyuuu9000

tyyuuu9000

Tapaswini Nayak
  • Published: Tuesday, 30 October 2018
  • Updated: 30 October 2018, 01:28 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): ଗୁରୁତର ହୋଇପଡ଼ିଥିଲା ୭ ମାସର ଶିଶୁପୁତ୍ରର ସ୍ୱାସ୍ଥ୍ୟାବସ୍ଥା। ଏଥିପାଇଁ କାଳବିଳମ୍ବ ନକରି ରାତାରାତି ତାକୁ ଛୋଟ ଡାକ୍ତରଖାନାରୁ ବଡ଼ ଡାକ୍ତରଖାନାକୁ ନେଇ ଆସିଥିଲେ ବାପା। ହେଲେ ସେ ବଞ୍ଚିପାରିଲେନି। ସକାଳେ ଉଡ଼ିଗଲା ତା’ ପ୍ରାଣବାୟୁ।

ଡାକ୍ତରମାନେ ଯଦି ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଛୁଆଟିକୁ ବଞ୍ଚାଇବାରେ ବିଫଳ ହୋଇଥାଆନ୍ତେ, ତା’ହେଲେ ବାପା କିଛି ଅଭିଯୋଗ କରି ନ ଥାଆନ୍ତେ। ଦଇବର ଇଚ୍ଛା କହି ଚୁପ୍ ରହି ଥାଆନ୍ତେ ଓ ପୁଅର ମୃତଦେହ ନେଇ ଗାଁକୁ ଚାଲି ଯାଇଥାଆନ୍ତେ। କିନ୍ତୁ ଏଠି ସେମିତି ହୋଇ ନଥିଲା। ଡାକ୍ତର ଛୁଆଟିକୁ ଚିକିତ୍ସା କରି ନଥିଲେ। ତେଣୁ ତାଙ୍କର ମୃତ୍ୟୁ ଘଟିଲା ବୋଲି ବାପା ଅଭିଯୋଗ କରିଛନ୍ତି।

ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ସେକ୍ ନଇଁମ୍‌ଙ୍କ ପୁଅର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ଏଥିରେ ଆଦୌ ଉନ୍ନତି ନଘଟିବାରୁ ସେ ପୁଅକୁ ଚମ୍ପୁଆ ଡାକ୍ତରଖାନାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ରାତି ଦୁଇଟାରେ ଆସି ସେ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲେ।

ଛୁଆଟିକୁ ୱାର୍ଡରେ ଭର୍ତ୍ତି କରି ଦିଆଗଲା। କିନ୍ତୁ ଚିକିତ୍ସା କରାଗଲା ନାହିଁ। ଭୋର୍ ୫ଟା ବେଳକୁ ଛୁଆଟିର ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ତଥାପି କୌଣସି ଡାକ୍ତର ତାକୁ ଦେଖିବାକୁ ଆସି ନଥିଲେ। ଆଉ ସକାଳେ ଶିଶୁଟି ଚାଲିଗଲା।

ତେବେ ସେକ୍ ନଇଁମ୍‌ଙ୍କ ଏ ଅଭିଯୋଗକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଚିକିତ୍ସାରେ ଅବହେଳା ହୋଇ ନଥିବା କର୍ତ୍ତୃପକ୍ଷ କହିଛନ୍ତି।

ଏହି ଘଟଣା ନେଇ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ଲୋକେ ଅଡ଼ି ବସିଥିଲେ। ତେବେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ୍‌ ନଇଁମଙ୍କ ପରିବାରକୁ ଡାକ୍ତରଖାନାରୁ ବିଦା କରି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story