ବଣ୍ଡା ଘାଟିରେ ଓଲଟିଲା କମାଣ୍ଡର, ପ୍ରସୂତିଙ୍କ ଗୋଡ଼ କଟିଲା

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ବଣ୍ଡା ଘାଟିରେ  ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ  କମାଣ୍ଡର ଗାଡ଼ି ଓଲଟି ପଡ଼ିବାରୁ  ୪ ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ପ୍ରସୂତି ଥିବା ସୂଚନା ମିଳିଛି। ପ୍ରସୂତିଙ୍କ ଗୋଡ଼ କଟି ଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନାଯୋଗ୍ୟ, ଆଜି ମଧ୍ୟାହ୍ନ ସମୟରେ ଏକ କମାଣ୍ଡରରେ ୭ ଜଣ ଯାତ୍ରୀ ମୁଦୁଲିପଡ଼ାରୁ ଖଇରିପୁଟ ଅଭିମୁଖେ ଆସୁଥିଲେ।  ମାତ୍ର ବଣ୍ଡା ଘାଟି ନିକଟରେ ଗାଡ଼ିଟି […]

accident

accident

Niharika Rout
  • Published: Saturday, 19 December 2020
  • Updated: 19 December 2020, 02:33 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ବଣ୍ଡା ଘାଟିରେ  ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ  କମାଣ୍ଡର ଗାଡ଼ି ଓଲଟି ପଡ଼ିବାରୁ  ୪ ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ପ୍ରସୂତି ଥିବା ସୂଚନା ମିଳିଛି। ପ୍ରସୂତିଙ୍କ ଗୋଡ଼ କଟି ଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସୂଚନାଯୋଗ୍ୟ, ଆଜି ମଧ୍ୟାହ୍ନ ସମୟରେ ଏକ କମାଣ୍ଡରରେ ୭ ଜଣ ଯାତ୍ରୀ ମୁଦୁଲିପଡ଼ାରୁ ଖଇରିପୁଟ ଅଭିମୁଖେ ଆସୁଥିଲେ।  ମାତ୍ର ବଣ୍ଡା ଘାଟି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ଜଣେ ପ୍ରସୂତିଙ୍କ ଗୋଡ଼ କଟି ଯାଇଛି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଗଲା। ସମସ୍ତ ଆହତଙ୍କୁ ପ୍ରଥମେ ଖଇରିପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ପ୍ରସୂତିଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story