ରାୟଗଡା (ମନୋଜ ପାତ୍ର): ମହାମାରୀ କରୋନା ବେଳେ ଭଡ଼ା ଘରେ ଚାଲିଥିଲା ଦେହ ବେପାର। ପୁଲିସ ଉକ୍ତ ଘରେ ଚଢ଼ଉ କରି ଅସଂଯତ ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରିଛି। ଏପରି ଅଭିଯୋଗ ରାୟଗଡା ଟାଉନ୍ରୁ ଆସିଛି। ଉକ୍ତ ଘରେ ଦୀର୍ଘଦିନ ଧରି ସେକ୍ସ କାରବାର ଚାଲିଥିବା ଆଲୋଚନା ହେଉଛି।
ରାୟଗଡା ସହର ଗୌତମ ନଗର ୬ଷ୍ଠ ଲାଇନରେ ଏକ ଘରେ ସେକ୍ସ ରାକେଟ୍ ଚାଲିଥିଲା। ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ପ୍ରମାଣ ଅଭାବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ଗୁରୁବାର ରାତିରେ ଘରେ ଅନୈତିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ସଦର ଥାନା ପୁଲିସ ଉକ୍ତ ଘରେ ଚଢଉ କରିଥିଲା। ଚଢଉ ବେଳେ ଘର ଭିତରୁ ଜଣେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ପୁଲିସ ଦେହ ବେପାରରେ ନିୟୋଜିତ ଯୁବକ ଓ ଘର ମାଲିକକୁ ଅଟକ ରଖି ପଚରା ଉଚରା ଚଳାଇଛିା
ଅଭିଯୋଗରୁ ପ୍ରକାଶ, ଗତ କିଛି ଦିନ ଧରି ନିର୍ଦ୍ଦିଷ୍ଟ ସେହି ଘରେ ସେକ୍ସ ରାକେଟ୍ ଚାଲୁଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।