୧୯୧୫ ସେପ୍ଟେମ୍ବର ୯ ତାରିଖରେ ରକ୍ତରଞ୍ଜିତ ହୋଇଥିଲା ଚଷାଖଣ୍ଡ

ବାଲେଶ୍ୱର (ରଞ୍ଜିତ ପାକଳ): ରକ୍ତ ରଞ୍ଜିତ ଚଷାଖଣ୍ଡରେ ଆଜି ପାଳିତ ହୋଇଯାଇଛି ବଳୀଦାନ ଦିବସ। ଅତିଥିମାନେ ଯୋଗଦେଇ ସହିଦ୍‌ ବାଘାଯତୀନଙ୍କ ବୀରତ୍ୱ ଗାଥାକୁ ମନେ ପକାଇଛନ୍ତି। ଆଉ ତାଙ୍କ ସ୍ମୃତିଚାରଣ କରିଛନ୍ତି। ଚଷାଖଣ୍ଡ ଦେଶୁଆଁ ପୋଖରୀଠାରେ ବାଘାଯତୀନ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ୧୦୭ତମ ବଳିଦାନ ଦିବସରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ରେମୁଣା ବିଧାୟକ ସୁଧାଂଶୁ ସେଖର ପରିଡ଼ା, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ ପ୍ରମୁଖ ଯୋଗଦେଇ […]

Balasore

Balasore

Manoranjan Sial
  • Published: Saturday, 10 September 2022
  • Updated: 10 September 2022, 08:26 PM IST

Sports

Latest News

ବାଲେଶ୍ୱର (ରଞ୍ଜିତ ପାକଳ): ରକ୍ତ ରଞ୍ଜିତ ଚଷାଖଣ୍ଡରେ ଆଜି ପାଳିତ ହୋଇଯାଇଛି ବଳୀଦାନ ଦିବସ। ଅତିଥିମାନେ ଯୋଗଦେଇ ସହିଦ୍‌ ବାଘାଯତୀନଙ୍କ ବୀରତ୍ୱ ଗାଥାକୁ ମନେ ପକାଇଛନ୍ତି। ଆଉ ତାଙ୍କ ସ୍ମୃତିଚାରଣ କରିଛନ୍ତି।

ଚଷାଖଣ୍ଡ ଦେଶୁଆଁ ପୋଖରୀଠାରେ ବାଘାଯତୀନ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ୧୦୭ତମ ବଳିଦାନ ଦିବସରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ରେମୁଣା ବିଧାୟକ ସୁଧାଂଶୁ ସେଖର ପରିଡ଼ା, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ ପ୍ରମୁଖ ଯୋଗଦେଇ ସହିଦ୍‌ ବାଘାଯତୀନଙ୍କ ବୀରତ୍ୱର ଗାଥା ବଖାଣି ଥିଲେ।

୧୯୧୫ ମସିହାର ଘଟଣା। ଯତୀନ୍ଦ୍ରନାଥ ମୁଖାର୍ଜୀ ଓରଫ୍‌ ବୀର ବାଘାଯତୀନ, ଜତୀଶ ପାଳୁ, ଚିତ୍ତପ୍ରାୟ ରାୟ ଚୌଧୁରୀ, ମନୋରଞ୍ଜନ ସେନଗୁପ୍ତ, ନରେନ୍ଦ୍ର ନାଥ ଦାସଗୁପ୍ତଙ୍କ ବନ୍ଦେ ମାତରମ୍‌ କ୍ରାନ୍ତିକାରୀ ଦଳ ମାଧ୍ୟମରେ ଇଂରେଜମାନଙ୍କୁ ଦେଶରୁ ହଟାଇବା ପାଇଁ ଆଗକୁ ମାଡ଼ି ଚାଲିଥିଲେ। ଏହାର ନେତୃତ୍ୱ ନେଉଥିଲେ ବୀର ବାଘାଜତୀନ। ସେତେବେଳେ କ୍ରାନ୍ତିକାରୀ ଦଳର ପଶ୍ଚିମବଙ୍ଗରେ ବ୍ରିଟିଶ ସରକାରର ନିଦ ହଜେଇ ଦେଇଥିଲେ।

ବାଘାଯତୀନ ଆନ୍ଦୋଳନକୁ ଆଗେଇ ନେଉଥିଲେ। ଏମାନେ ପଶ୍ଚିମବଙ୍ଗରୁ ଆସି ଓଡ଼ିଶାର ମୟୂରଭଞ୍ଜର କପ୍ତିପଦା ଜଙ୍ଗଲରେ ଆତ୍ମଗୋପନ କରିଥିଲେ। ଆଉ ଜର୍ମାନରୁ ଅସ୍ତ୍ରଶସ୍ତ୍ର ଧରି ଆସୁଥିବା ଜାହାଜକୁ ଅପେକ୍ଷା କରିଥିଲେ। ୧୯୧୫ ମସିହା ସେପ୍ଟେମ୍ବର ୯ ତାରିଖରେ ସେମାନେ ଅସ୍ତ୍ରଶସ୍ତ୍ର ଆଣିବା ପାଇଁ ବାଲେଶ୍ୱର ଚଷାଖଣ୍ଡ ଅଭିମୁଖେ ବାହାରୁଥିବା ସମୟରେ ବ୍ରିଟିଶ ପୁଲିସ୍‌ ଜାଣିପାରିଥିଲା। ଚଷାଖଣ୍ଡରେ ଥିବା ଦେଶୁଆଁ ପୋଖରୀରେ ନିକଟରେ ସେମାନଙ୍କୁ ବ୍ରିଟିଶ ପୁଲିସ୍‌ ଘେରି ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ହୋଇଥିଲା ଘମାଘୋଟ ଗୁଳି ବିନିମୟ। ଦୀର୍ଘ ସମୟ ଧରି ଚାଲିଥିଲା ଏହି ରକ୍ତାକ୍ତ ସଂଘର୍ଷ। ଶେଷରେ ସେଠାରେ ସଂଗ୍ରାମୀ ଚିତ୍ତପ୍ରାୟ ରାୟ ଚୌଧୁରୀ ସହିଦ ହୋଇଯାଇଥିଲେ। ବୀର ବାଘାଯତୀନ ବ୍ରିଟିଶ ଗୁଳିରେ ଗୁରୁତର ଆହତ ହୋଇଥିଲେ। ସେହିଦିନ ତାଙ୍କୁ ବାଲେଶ୍ୱର ବାରବାଟୀରେ ଥିବା ମିଲିଟାରୀ ହାସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସହିଦ୍‌ ହୋଇଯାଇଥିଲେ ବୀର ବାଘାଯତୀନ।

Balasore

ଅନ୍ୟ ଦୁଇ ଜଣ ସଂଗ୍ରାମୀଙ୍କୁ ବାଲେଶ୍ୱର ଜେଲରେ ଫାଶୀ ଦିଆଯାଇଥିବା ବେଳେ ଜଣକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇ ଅଣ୍ଡାମାନ ଜେଲ୍‌କୁ ପଠାଇ ଦିଆଯାଇଥିଲା। ପରେ ବ୍ରହ୍ମପୁର ଜେଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଦେଶ ପାଇଁ ସଂଗ୍ରାମ କରି ପ୍ରାଣବଳୀ ଦେଇଥିବା ବୀର ବାଘାଯତୀନଙ୍କ ୧୦୦ ତମ ତିରୋଧାନ ଦିବସରେ ଯେଉଁଠାରେ ବ୍ରିଟିଶଙ୍କ ସହ ତାଙ୍କର ଗୁଳି ହୋଇଥିଲା ସେହି ରକ୍ତ ତୀର୍ଥ ପୀଠ ଚଷାଖଣ୍ଡ ଆଜି ଚଳ ଚଞ୍ଚଳ ହୋଇଉଠିଛି। ଏହି ବଳିଦାନ ଦିବସରେ ବାଘାଯତୀନଙ୍କ ପଶ୍ଚିମବଙ୍ଗରୁ ଆସିଥିଲେ ରକ୍ତତୀର୍ଥ ସଂଗ୍ରାମୀମାନେ।

ପଞ୍ଚ ସହିଦଙ୍କ ରକ୍ତ ତର୍ପଣରେ ପବିତ୍ର ଏହି ସ୍ଥାନ ରକ୍ତତୀର୍ଥ। ବାଘାଯତୀନଙ୍କ ବୀରତ୍ୱର ଗାଥାକୁ ମନେରଖିବା ପାଇଁ ତାଙ୍କ ସଂଘର୍ଷ ଭୂମି ଚଷାଖଣ୍ଡକୁ ବୀରଭୂମୀର ଆକ୍ଷା ଦିଆଯାଇ ୧୯୯୫ ମସିହାରେ ତାଙ୍କର ସ୍ମୃତି ପୀଠ ନିର୍ମାଣ କରାଯାଇଥିଲା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ପୀଠର ଉନ୍ନତି ପାଇଁ କୌଣସି ସାହାଯ୍ୟ ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story