ତାଙ୍କ ଆସିବା ବାଟକୁ ତିନିଦିନ ହେଲା ଚାହିଁ ବସିଛି ଲିପିଲୋଇ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୁଖୁନି ଲୁହ। ଥମୁନି କୋହ। ଝୁରୁଛି ଜନ୍ମ ମାଟି। ଝୁରୁଛି ପରିବାର। ଭାଳି ହେଉଛନ୍ତି ଗ୍ରାମବାସୀ। ବୀର ପୁତ୍ରକୁ ହରାଇ କାନ୍ଦୁଛି ସୁନ୍ଦରଗଡ଼ର ଲିପିଲୋଇ। ତିନି ଦିନ ହେଲା ଅପେକ୍ଷା କରିଛି ଲିପିଲୋଇ ଗାଁ। ତେବେ ସବୁ ଅପେକ୍ଷାର ଅବସାନ ଘଟାଇ ଆଉ କିଛି ସମୟ ପରେ ଭୁବନେଶ୍ୱରରେ ପହଞ୍ଚିପାରେ ସହିଦ୍ ଯବାନ ପ୍ରଦୀପ ପଣ୍ଡାଙ୍କ ମରଶରୀର। ଗତ ୩୧ ତାରିଖରେ ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିଲେ  ଓଡ଼ିଆ ଯବାନ ପ୍ରଦୀପ […]

pradeep 23

pradeep 23

Rakesh Mallick
  • Published: Tuesday, 02 January 2018
  • Updated: 02 January 2018, 08:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୁଖୁନି ଲୁହ। ଥମୁନି କୋହ। ଝୁରୁଛି ଜନ୍ମ ମାଟି। ଝୁରୁଛି ପରିବାର। ଭାଳି ହେଉଛନ୍ତି ଗ୍ରାମବାସୀ। ବୀର ପୁତ୍ରକୁ ହରାଇ କାନ୍ଦୁଛି ସୁନ୍ଦରଗଡ଼ର ଲିପିଲୋଇ। ତିନି ଦିନ ହେଲା ଅପେକ୍ଷା କରିଛି ଲିପିଲୋଇ ଗାଁ। ତେବେ ସବୁ ଅପେକ୍ଷାର ଅବସାନ ଘଟାଇ ଆଉ କିଛି ସମୟ ପରେ ଭୁବନେଶ୍ୱରରେ ପହଞ୍ଚିପାରେ ସହିଦ୍ ଯବାନ ପ୍ରଦୀପ ପଣ୍ଡାଙ୍କ ମରଶରୀର। ଗତ ୩୧ ତାରିଖରେ ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିଲେ  ଓଡ଼ିଆ ଯବାନ ପ୍ରଦୀପ ପଣ୍ଡା।

ସ୍ୱତନ୍ତ୍ର ବିମାନରେ ସହିଦ୍‌ ପଣ୍ଡାଙ୍କ ମରଶରୀର ଦିଲ୍ଲୀରୁ ଭୁବନେଶ୍ୱର ଆସିବା ପରେ ସଡ଼କ ପଥରେ ରାଜଗାଙ୍ଗପୁର ଅଭିମୁଖେ ନିଆଯିବ। ନିଜ ଗାଁ ଲିପିଲୋଇରେ ହେବ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରାଯିବ ଅନ୍ତିମ ସଂସ୍କାର। ଏପଟେ ଗାଁରେ ପହଞ୍ଚିବା ପୂର୍ବରୁ ସହିଦଙ୍କ ପାଇଁ ସାରା ରାଜଗାଙ୍ଗପୁର ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା। ପ୍ରଦୀପଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେବାକୁ ରାଜଗାଙ୍ଗପୁରଠାରୁ ତାଙ୍କ ଗାଁ ଲିପିଲୋଇ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ମାନାର୍ଥେ ପୋଷ୍ଟର ଓ ବ୍ୟାନର ଲଗା ଯାଇଛି। ତା’ସହିତ କ୍ୟାଣ୍ଡେଲ ଜାଳି ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦିଆଯାଇଛି।

ସେପଟେ ପ୍ରଦୀପଙ୍କ ଗାଁ ଲିପିଲୋଇରେ ଅନ୍ତିମ ସଂସ୍କାର ଲାଗି ପ୍ରସ୍ତୁତି ଶେଷ କରିଛି ପ୍ରାଶାସନ। ଏଣେ ସହିଦ ପ୍ରଦୀପ ପଣ୍ଡାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିଭଳି ସହିଦ ପ୍ରଦୀପଙ୍କ ପତ୍ନୀଙ୍କୁ ମାସିକ ୨୦୦୦ ଟଙ୍କା ଲେଖାଏଁ ଭତ୍ତା ମିଳିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଗତ ରବିବାର ସକାଳେ ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ-ସିଆରପିଏଫ୍‌ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ପ୍ରଦୀପ ପଣ୍ଡାଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story