ରିମାଣ୍ଡରେ ଗଲେ ଶର୍ମିଷ୍ଠା, ଫିଟିବ ତ ମାନସ ହତ୍ୟାର ଗୁମର!

ଭଦ୍ରକ(ପାର୍ଥ ସାରଥୀ ନାୟକ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗତକାଲି ଗିରଫ ହୋଇଥିବା ବେଳେ ଆଜି ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଟିମ୍‌ ।  ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ, ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନ୍‌ର ମାଲିକ ରଂଜନ ନାୟକଙ୍କୁ ମଧ୍ୟ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏହି ୪ ଜଣଙ୍କୁ […]

sarmista

sarmista

Niharika Rout
  • Published: Tuesday, 29 March 2022
  • Updated: 29 March 2022, 06:12 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗତକାଲି ଗିରଫ ହୋଇଥିବା ବେଳେ ଆଜି ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଟିମ୍‌ ।  ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ, ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନ୍‌ର ମାଲିକ ରଂଜନ ନାୟକଙ୍କୁ ମଧ୍ୟ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ।

ଏହି ୪ ଜଣଙ୍କୁ ଭଦ୍ରକ ମେଡିକାଲରେ ଟେଷ୍ଟ ପରେ କଟକସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ  ଅଭିମୁଖେ ନିଆଯାଇଥିବା ଜଣାଯାଇଛି।  କ୍ରାଇମବ୍ରାଞ୍ଚ ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ୱରେ ୨ଟି ଗାଡ଼ିରେ ଆଜି ସକାଳୁ ସେମାନଙ୍କୁ କଟକ ଅଭିମୁଖେ ନିଆଯାଇଛି। ସେଠାରେ  ସେମାନଙ୍କୁ ପ୍ରଥମେ ଏକୁଟିଆ ଜେରା କରାଯିବ । ଏହାପରେ ମୁହାଁମୁହିଁ ଜେରା କରାଯାଇ ସତ ସାମାନାକୁ ଅଣାଯିବ ବୋଲି ସୂଚନା ମିଳିଛି।  ।

ମାନସ ହତ୍ୟା  ମାମଲାରେ କ୍ରାଇମବ୍ରାଞ୍ଚ ସମୁଦାୟ ୮ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ଅପରାଧର ଉଦ୍ଦେଶ୍ୟ ଏଯାଏଁ ସାମ୍ନାକୁ ଆସିନି । ସେମାନଙ୍କ ମଧ୍ୟରୁ ଆଜିଠୁ ୪ ଜଣଙ୍କୁ ରିମାଣ୍ଡରେ ନେଇ ସତ ଉଗାରିବାକୁ ଚେଷ୍ଟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ତେବେ ମେମୋରି ଚିପ୍‌ କେଉଁଠି ଅଛି, ସେଥିରେ ଏପରି କ’ଣ ଥିଲା ଯାହା ପାଇଁ ହତ୍ୟାକାଣ୍ଡ ଘଟାଇବାକୁ ପଡ଼ିଲା, ତାହାକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ।

୪ ଅଭିଯୁକ୍ତଙ୍କୁ ୫ ଦିନ ପାଇଁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଥିବା ବେଳେ ଏହି ସମୟ ମଧ୍ୟରେ ସେମାନଙ୍କ ପାଖରୁ ସତ ବାହାର କରିବାକୁ ଚଳାଇବ ଚେଷ୍ଟା। ଏହାପରେ ସେମାନଙ୍କୁ ଦୟାଲ ଆଶ୍ରମ ନିଆଯାଇ ସିନ୍‌ ରିକ୍ରିଏଟ କରାଯିବାର ସମ୍ଭାବନା ଥିବା ଜଣାଯାଇଛି। ସେଠାରେ କେଉଁ କେଉଁ ମାରଣାସ୍ତ୍ର ବ୍ୟବହାର କରାଗଲା, କିଏ ଓ କିପରି ଆକ୍ରମଣ କଲା, ଏହାପରେ ମୃତଦେହ କିପରି ବାହରକୁ ନେଲେ, ସେ ନେଇ ସବିଶେଷ ତଥ୍ୟ ସଂଗ୍ରହ କରିବ ଟିମ୍‌। ଏହାପରେ ଶବ ପୋତା ହୋଇଥିବା ସ୍ଥାନ ନୟାଗଡ଼କୁ ମଧ୍ୟ ଅଭିଯୁକ୍ତଙ୍କୁ ନିଆଯାଇପାରେ ବୋଲି ସୂଚନା ମିଳିଛି।

ଗତକାଲି ଭଦ୍ରକ ସ୍ୱତନ୍ତ୍ର କାରାଗାରରେ ପ୍ରଥମ ରାତି କାଟିଛନ୍ତି ଶର୍ମିଷ୍ଠା । ଜେଲ୍‌ ମାନୁଆଲ ଅନୁସାରେ ସେ ରୁଟି ଡାଲମା  ଖାଇଛନ୍ତି । ପ୍ରାୟ ଦେଢ଼ ମାସର ଲୁଚକାଳି ପରେ ଗତକାଲି ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । କୋଲକାତାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏକ ବସ୍‌ରୁ ଭଦ୍ରକର ନଳଙ୍ଗାଠାରେ ଉଭୟଙ୍କୁ ଧରିଥିଲା ଚାନ୍ଦବାଲି ପୋଲିସ୍ ଓ କ୍ରାଇମବ୍ରାଞ୍ଚ ଟିମ୍ । ଏହାପରେ ଗତକାଲି ଭଦ୍ରକ ସ୍ୱତନ୍ତ୍ର କାରାଗାରରେ ପ୍ରଥମ ରାତି କାଟିଥିବା ଶର୍ମିଷ୍ଠାଙ୍କୁ ଆଜି ସକାଳୁ ସକାଳୁ କଟକ ଅଭିମୁଖେ ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story