ଫୋନ୍‌ କରିବାର ୩୦ ମିନିଟ୍‌ରେ ଘରେ ପହଞ୍ଚିବ ପିଠା

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଫୋନ୍‌ କରିବାର ୩୦ ମିନିଟ୍‌ରେ ଘରେ ମିଳିବ ମଣ୍ଡା ପିଠା। ଏପରି ପ୍ରୟାସ୍‌ ଆରମ୍ଭ ହୋଇଛି ବଲାଙ୍ଗିର ଟାଉନ୍‌ରେ। ସାଇକୃପା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ପକ୍ଷରୁ ଏପରି ଉଦ୍ୟମ ଆରମ୍ଭ କରାଯାଇଛି। କରୋନା ବେଳେ ମହିଳାଙ୍କ ଏପରି ଉଦ୍ୟମ ବେଶ୍‌ ଫଳପ୍ରଦ ହୋଇଛି। ବଲାଙ୍ଗିର ଟାଉନ୍‌ରେ ରହିଛି ସାଇକୃପା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)। ଏଥିରେ ୩୦ ଜଣ ମହିଳା ରହିଛନ୍ତି। ମହାମାରୀ କରୋନା ବେଳେ ମହିଳାମାନେ ହୋମ୍‌ ଡେଲିଭରୀ ବ୍ୟବସ୍ଥା […]

petha

petha

Manoranjan Sial
  • Published: Saturday, 21 August 2021
  • Updated: 21 August 2021, 06:40 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଫୋନ୍‌ କରିବାର ୩୦ ମିନିଟ୍‌ରେ ଘରେ ମିଳିବ ମଣ୍ଡା ପିଠା। ଏପରି ପ୍ରୟାସ୍‌ ଆରମ୍ଭ ହୋଇଛି ବଲାଙ୍ଗିର ଟାଉନ୍‌ରେ। ସାଇକୃପା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ପକ୍ଷରୁ ଏପରି ଉଦ୍ୟମ ଆରମ୍ଭ କରାଯାଇଛି। କରୋନା ବେଳେ ମହିଳାଙ୍କ ଏପରି ଉଦ୍ୟମ ବେଶ୍‌ ଫଳପ୍ରଦ ହୋଇଛି।

ବଲାଙ୍ଗିର ଟାଉନ୍‌ରେ ରହିଛି ସାଇକୃପା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)। ଏଥିରେ ୩୦ ଜଣ ମହିଳା ରହିଛନ୍ତି। ମହାମାରୀ କରୋନା ବେଳେ ମହିଳାମାନେ ହୋମ୍‌ ଡେଲିଭରୀ ବ୍ୟବସ୍ଥା ଆରମ୍ଭ କରିଥିଲେ। ମଣ୍ଡା ପିଠା, ସୁଜି ମଣ୍ଡା, ବିଭିନ୍ନ ପିଠା, କାକରା, ଆରିସା, କେକ୍‌ ପ୍ରଭୃତି ପ୍ରସ୍ତୁତ କରି ହୋମ୍‌ ଡେଲିଭରୀ କରୁଥିଲେ। ଏଥିପାଇଁ ୨୦ ଜଣ ଡେଲିଭରୀ ବୟ ରଖିଛନ୍ତି। ଆଉ ଏବେ ଓରମାସ ଆଉଟଲେଟରେ ପିଠା ବଜାର ଖୋଲି ନିଜ ବ୍ୟବସାୟକୁ ବଢାଇବା ପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି। ଏଥିପାଇଁ ସେମାନେ ବେଶ୍‌ କିଛି ପଇସା ମଧ୍ୟ ଉପାର୍ଜନ କରିପାରୁଛନ୍ତି।

[caption id="attachment_668876" align="aligncenter" width="650"]Petha କାକରା ଛଣା ଯାଉଛି[/caption]

ହୋମ୍‌ ଡେଲିଭରୀ ପାଇଁ ଦିଆଯାଇଛି ମୋବାଇଲ୍‌ ନମ୍ୱର। ଆଉ ସେହି ନମ୍ୱରରେ ଫୋନ୍‌ କରି ଅର୍ଡର ଦେଲେ ୩୦ ମିନିଟ୍‌ରେ ଘରେ ପହଞ୍ଚିବ ମଣ୍ଡା। ଆସନ୍ତାକାଲି ରକ୍ଷା ବନ୍ଧନ ଉତ୍ସବ ଥିବାରୁ ସାଇକୃପା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ‘ରକ୍ଷା ବନ୍ଧନରେ ମିଠା ବଦଳରେ ପିଠା’ ଦିଅନ୍ତୁ ବୋଲି ଶ୍ଲୋଗାନ୍‌ ଦେଇଛନ୍ତି ଏସ୍‌ଏଚ୍‌ଜି ଗ୍ରୁପ୍‌ର ମହିଳାମାନେ।

ବିବାହ ଓ ଅନ୍ୟାନ୍ୟ ପର୍ବପର୍ବାଣୀ ସମୟରେ ଘରେ ପିଠା ଯୋଗାଇବାର ମଧ୍ୟ ବ୍ୟବସ୍ଥା କରାଯାଉଛି। ଆବଶ୍ୟକ ପିଠା ସମ୍ପର୍କରେ ଗୋଟିଏ ଦିନ ପୂର୍ବରୁ ଅର୍ଡର କଲେ ଠିକ୍‌ ସମୟରେ ପିଠା ପହଞ୍ଚାଇ ଦିଆଯିବ ବୋଲି ମହିଳା ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story