‘ଜିନ୍‌ ହ୍ୱାର୍‌’ ଜାହାଜରୁ ଆଜିଠୁ କଢ଼ାଯିବ ତେଲ

ବାଲୁଗାଁ  (ଓଡ଼ିଶା ରିପୋର୍ଟର ):  ଚିଲିକା ନିକଟ ରାଜହଂସରେ ଲାଗିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାରରୁ ଆଜିଠାରୁ ଆରମ୍ଭ ହେବ ତେଲ କଢା ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। କମ୍ପାନୀ କର୍ତ୍ତୃପକ୍ଷ ଓ ମୁମ୍ବାଇରୁ ଏକ ବୈଷୟିକ୍‌ ଟିମ୍‌ ଆସି ପହଞ୍ଚିବା ପରେ ଆରମ୍ଭ ହେବ ଏହି ପ୍ରକ୍ରିୟା। ପ୍ରତି ଦଫାରେ ୨୫୦ ଲିଟର ତେଲ କାଢି ସିଡିଏ ଜେଟି ନିକଟରେ ରଖାଯିବ । ତେଲ କଢାଯିବା ପରେ ଜାହାଜକୁ ସ୍ଥାନାନ୍ତର କରାଯିବ […]

ship-1..1

ship-1..1

Niharika Rout
  • Published: Wednesday, 28 August 2019
  • Updated: 28 August 2019, 09:42 AM IST

Sports

Latest News

ବାଲୁଗାଁ  (ଓଡ଼ିଶା ରିପୋର୍ଟର ):  ଚିଲିକା ନିକଟ ରାଜହଂସରେ ଲାଗିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାରରୁ ଆଜିଠାରୁ ଆରମ୍ଭ ହେବ ତେଲ କଢା ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। କମ୍ପାନୀ କର୍ତ୍ତୃପକ୍ଷ ଓ ମୁମ୍ବାଇରୁ ଏକ ବୈଷୟିକ୍‌ ଟିମ୍‌ ଆସି ପହଞ୍ଚିବା ପରେ ଆରମ୍ଭ ହେବ ଏହି ପ୍ରକ୍ରିୟା। ପ୍ରତି ଦଫାରେ ୨୫୦ ଲିଟର ତେଲ କାଢି ସିଡିଏ ଜେଟି ନିକଟରେ ରଖାଯିବ । ତେଲ କଢାଯିବା ପରେ ଜାହାଜକୁ ସ୍ଥାନାନ୍ତର କରାଯିବ ।

ଜୁଆର ଓ ଢେଉ ମାଡ଼ ଯୋଗୁ ଅଣେଇ ହୋଇ ରହିଥିବା ଜାହାଜର କଣ୍ଟେନରଟି ଓଲଟିବାରେ ଲାଗିଛି । ଜାହାଜଟି ପୂର୍ବରୁ ୧୮ ଡିଗ୍ରୀ ତଳକୁ ବଙ୍କେଇ ଯାଇଥିବା କହିଥିଲେ ଜିଲ୍ଲାପାଳ। ତେବେ ଜାହାଜର ଇଞ୍ଜିନ ସୁରକ୍ଷିତ ଥିବାରୁ ତୈଳ ନିର୍ଗତ ହେଉ ନାହିଁ । ସଂପୃକ୍ତ ଜାହାଜ ମାଲିକଙ୍କ ପତ୍ତା ମିଳିବା ପରେ ସେଥିରୁ ତେଲ କଢାଯିବା ନେଇ ଜିଲ୍ଲା ପ୍ରଶାସନ ସହ କଥାବାର୍ତ୍ତା ସରିଛି।

ଏହି ପଣ୍ୟବାହୀ ଜାହାଜଟି ବାଂଲାଦେଶରୁ ଫେରିବାବେଳେ ପ୍ରତିକୂଳ ପାଗ ଯୋଗୁ ଭୁଲବଶତଃ ଚିଲିକା ଉପକୂଳକୁ ଚାଲିଆସିଥିଲା । ଦୀର୍ଘ ଦିନ ଧରି ପଡି ରହିଥିବାରୁ ଜାହାଜରୁ ତେଲ ଲିକ୍ ହେବାର ଆଶଙ୍କା ଦେଖାଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story