ଉପବାଚସ୍ପତି ପଦ ନେଇ ବିଜେଡିକୁ ଶିବସେନାର ବିରୋଧ

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ଉପବାଚସ୍ପତି ପଦ ନେଇ ବିଜେଡିକୁ ଖୋଲାଖୋଲି ବିରୋଧ କରିଛି ଏନ୍‌ଡିଏର ଅଂଶୀଦାର ଦଳ ଶିବସେନା। ଉପବାଚସ୍ପତି ପଦକୁ ନେଇ ଶିବସେନା ମୁଖପାତ୍ର ସଂଜୟ ରାଉତ କହିଛନ୍ତି, ଏନ୍‌ଡିଏର ଆମେ ଦ୍ୱିତୀୟ ବୃହତ୍ତମ ଅଂଶୀଦାର ଦଳ। ଆମକୁ କିମ୍ବା କୌଣସି ଅଂଶୀଦାରଙ୍କୁ ଏହି ପଦବୀ ମିଳିବା କଥା। ସେ କହିଛନ୍ତି ଯେ, ଏବେ ଚର୍ଚ୍ଚା ଚାଲିଛି ଉପବାଚସ୍ପତି ପଦ ବିଜେଡିକୁ ମିଳିବ। ଏହା କିପରି ହେବ? ଓଡ଼ିଶାରେ ବିଜେପି ବିରୋଧରେ ବିଜେଡି ଲଢ଼ିଥିଲା। ତେଣୁ […]

bjd-8

bjd-8

Tapas Behera
  • Published: Thursday, 06 June 2019
  • Updated: 06 June 2019, 12:47 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ଉପବାଚସ୍ପତି ପଦ ନେଇ ବିଜେଡିକୁ ଖୋଲାଖୋଲି ବିରୋଧ କରିଛି ଏନ୍‌ଡିଏର ଅଂଶୀଦାର ଦଳ ଶିବସେନା। ଉପବାଚସ୍ପତି ପଦକୁ ନେଇ ଶିବସେନା ମୁଖପାତ୍ର ସଂଜୟ ରାଉତ କହିଛନ୍ତି, ଏନ୍‌ଡିଏର ଆମେ ଦ୍ୱିତୀୟ ବୃହତ୍ତମ ଅଂଶୀଦାର ଦଳ। ଆମକୁ କିମ୍ବା କୌଣସି ଅଂଶୀଦାରଙ୍କୁ ଏହି ପଦବୀ ମିଳିବା କଥା।

ସେ କହିଛନ୍ତି ଯେ, ଏବେ ଚର୍ଚ୍ଚା ଚାଲିଛି ଉପବାଚସ୍ପତି ପଦ ବିଜେଡିକୁ ମିଳିବ। ଏହା କିପରି ହେବ?

ଓଡ଼ିଶାରେ ବିଜେପି ବିରୋଧରେ ବିଜେଡି ଲଢ଼ିଥିଲା। ତେଣୁ ବିଜେଡିକୁ ଏହି ପଦ କିପରି ମିଳିବ ବୋଲି ସଞ୍ଜୟ ପ୍ରଶ୍ନ ଉଠାଇଛନ୍ତି।

ଗତ କିଛି ଦିନ ହେବ ଲୋକସଭା ବାଚସ୍ପତି ପଦ ପାଇଁ ଚର୍ଚ୍ଚାରେ ଜୁଏଲ ଓରାମଙ୍କ ନାଁ ଆସୁଥିବା ବେଳେ ଉପବାଚସ୍ପତି ପଦ ପାଇଁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story