ସାରଦା ଲୁହାପଥର ଖଣିକୁ କାରଣ ଦର୍ଶାଅ ନୋଟିସ

କେନ୍ଦୁଝର(ପ୍ରଣୟ କୁମାର ପାଣି): ସାରଦା ଲୁହାପଥର ଖଣିକୁ କାରଣ ଦର୍ଶାଅ ନୋଟିସ। ଉତ୍ତର ନମିଳିବା ଯାଏ ପରିବହନ ବନ୍ଦ କଲେ ଖଣି ନିର୍ଦ୍ଦେଶକ। ଯୋଡ଼ା ଖଣି ମଣ୍ଡଳ ଅଧୀନରେ ଠାକୁରାଣୀ-ବି ବ୍ଳକରେ ଥିବା ସାରଦା ଲୁହାପଥର ଖଣି ଠିକ ଭାବେ ଲୁହାପଥର ଗୁଣ୍ଡ ଷ୍ଟକ କରୁନାହିଁ। ସାରଦା ଲୁହାପଥର ଖଣି MMDR Act 4 (1A)କୁ ଭଙ୍ଗ କରିଥିବାରୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଖଣି ବିଭାଗ। ୧୫ ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। […]

40-mines-to-be-auctioned-in-odisha-says-minister

Manoranjan Sial
  • Published: Saturday, 24 October 2020
  • , Updated: 24 October 2020, 08:19 PM IST

କେନ୍ଦୁଝର(ପ୍ରଣୟ କୁମାର ପାଣି): ସାରଦା ଲୁହାପଥର ଖଣିକୁ କାରଣ ଦର୍ଶାଅ ନୋଟିସ। ଉତ୍ତର ନମିଳିବା ଯାଏ ପରିବହନ ବନ୍ଦ କଲେ ଖଣି ନିର୍ଦ୍ଦେଶକ।

ଯୋଡ଼ା ଖଣି ମଣ୍ଡଳ ଅଧୀନରେ ଠାକୁରାଣୀ-ବି ବ୍ଳକରେ ଥିବା ସାରଦା ଲୁହାପଥର ଖଣି ଠିକ ଭାବେ ଲୁହାପଥର ଗୁଣ୍ଡ ଷ୍ଟକ କରୁନାହିଁ। ସାରଦା ଲୁହାପଥର ଖଣି MMDR Act 4 (1A)କୁ ଭଙ୍ଗ କରିଥିବାରୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଖଣି ବିଭାଗ। ୧୫ ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ଭିତରେ ଖଣିଜ ପଦାର୍ଥ ପରିବହନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story