ଶଟ୍‌ଡାଉନ୍‌ ବୃଦ୍ଧି କରାଯାଇନି, ସବୁ ଗୁଜବ : ଏସଆର୍‌ସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ୧୧ଜିଲ୍ଲାରେ କେବଳ ଶନିବାର ଓ ରବିବାର ଶଟଡାଉନ ରହିବ ବୋଲି ଘୋଷଣା କରାଯାଇଛି।  ଏନେଇ ମୁଖ୍ୟ ଶାସନ ସଚିବ ଘୋଷଣା କରିଥିବା ବେଳେ ଗତ ସପ୍ତାହରରେ ଏହାକୁ ପାଳନ ମଧ୍ୟ କରାଯାଇଛି। ହେଲେ କରୋନା ସଂକ୍ରମଣ ବଢ଼ୁଥିବାରୁ ଶଟଡାଉନ୍‌ ଅବଧି ବଢ଼ିବ ବୋଲି ଗୁଜବ ଉଠିଥିଲା। କିଏ କହିଲା ସପ୍ତାହକୁ ୪ ଦିନ କିଏ ୫ ପୁଣି କିଏ ୭ ଦିନ ହେବ ବୋଲି ଗୁଜବ କଲେ।ଏହାକୁ ନେଇ ଲୋକେ […]

nbmm

nbmm

Tapas Behera
  • Published: Tuesday, 09 June 2020
  • Updated: 09 June 2020, 09:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ୧୧ଜିଲ୍ଲାରେ କେବଳ ଶନିବାର ଓ ରବିବାର ଶଟଡାଉନ ରହିବ ବୋଲି ଘୋଷଣା କରାଯାଇଛି।  ଏନେଇ ମୁଖ୍ୟ ଶାସନ ସଚିବ ଘୋଷଣା କରିଥିବା ବେଳେ ଗତ ସପ୍ତାହରରେ ଏହାକୁ ପାଳନ ମଧ୍ୟ କରାଯାଇଛି। ହେଲେ କରୋନା ସଂକ୍ରମଣ ବଢ଼ୁଥିବାରୁ ଶଟଡାଉନ୍‌ ଅବଧି ବଢ଼ିବ ବୋଲି ଗୁଜବ ଉଠିଥିଲା। କିଏ କହିଲା ସପ୍ତାହକୁ ୪ ଦିନ କିଏ ୫ ପୁଣି କିଏ ୭ ଦିନ ହେବ ବୋଲି ଗୁଜବ କଲେ।ଏହାକୁ ନେଇ ଲୋକେ ବଜାରରେ ଭିଡ଼ ଜମାଇଲେ। ଶଟଡାଉନ୍ ଭୟରେ ଲୋକେ ଆଳୁ ପିଆଜ ବୋହିନେଲେ। ତେବେ ଏହି ଗୁଜବକୁ ବିଶ୍ୱାସ କରନ୍ତୁନି ବୋଲି ଏସ୍‌ଆରସି ଟ୍ୱିଟ୍‌ କରି ସ୍ପଷ୍ଟ କରିଛନ୍ତି। ଶନି ଓ ରବିବାର ବ୍ୟତୀତ ଅନ୍ୟ କୌଣସି ଦିନରେ ଶଟ୍ଡାଉନ୍ ହେବନି।

ଅନ୍ୟ ଦିନଗୁଡ଼ିକରେ ଶଟ୍ଡାଉନ୍ ବୃଦ୍ଧି ଗୁଜବକୁ ବିଶ୍ୱାସ କରନ୍ତୁନି। ଏନେଇ ଲୋକଙ୍କୁ ଟ୍ବିଟ୍ ଯୋଗେ ଅନୁରୋଧ କଲେ SRC ପ୍ରଦୀପ ଜେନା।

ସୂଚନା ଅନୁଯାୟୀ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂବଲାଙ୍ଗିରରେ ଜୁନ୍‌ ୩୦ଯାଏ ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story