କୋଷା ବାନ୍ଧିବା ପୂର୍ବରୁ ମରିଯାଉଛନ୍ତି ହଜାର ହଜାର ଟସର ପୋକ

ନୂଆପଡା(ମାୟାଧର ସରାଫ): ଭେଳା ବୁଡ଼ାଇଦେଲା ଟସର ଚାଷ। କୋଷା ବାନ୍ଧିବା ପୂର୍ବରୁ ମରିଯାଉଛନ୍ତି ହଜାର ହଜାର ଟସର ପୋକ। ନିଜ ଆଖି ଆଗରେ ଖେତ ଉଜୁଡ଼ି ଯାଉଥିବା ଦେଖି ଚାଷୀର ଆଖି ଜକେଇ ଯାଉଛି। ସେପଟେ କେମିତି ଋଣ ଟଙ୍କା ପରିଶୋଧ କରିବେ, ସେହି ଚିନ୍ତାରେ ଚାଷୀ। ନୂଆପଡା ଜିଲ୍ଲା କୋମନା ବ୍ଲକ୍‌ରେ ରହିଛି ବାପୁଜୀ ଟସର ସମବାୟ ସମିତି। ଏଠାରୁ ସହାୟତା ନେଇ ଉଲଭା ଗାଁର ଛତର ସାଏ ମାଝି, ଶାନ୍ତନୁ ମାଝି, କାର୍ତ୍ତିକ ମାଝୀ, […]

tasar

tasar

Manoranjan Sial
  • Published: Friday, 27 August 2021
  • Updated: 27 August 2021, 10:13 PM IST

Sports

Latest News

ନୂଆପଡା(ମାୟାଧର ସରାଫ): ଭେଳା ବୁଡ଼ାଇଦେଲା ଟସର ଚାଷ। କୋଷା ବାନ୍ଧିବା ପୂର୍ବରୁ ମରିଯାଉଛନ୍ତି ହଜାର ହଜାର ଟସର ପୋକ। ନିଜ ଆଖି ଆଗରେ ଖେତ ଉଜୁଡ଼ି ଯାଉଥିବା ଦେଖି ଚାଷୀର ଆଖି ଜକେଇ ଯାଉଛି। ସେପଟେ କେମିତି ଋଣ ଟଙ୍କା ପରିଶୋଧ କରିବେ, ସେହି ଚିନ୍ତାରେ ଚାଷୀ।

ନୂଆପଡା ଜିଲ୍ଲା କୋମନା ବ୍ଲକ୍‌ରେ ରହିଛି ବାପୁଜୀ ଟସର ସମବାୟ ସମିତି। ଏଠାରୁ ସହାୟତା ନେଇ ଉଲଭା ଗାଁର ଛତର ସାଏ ମାଝି, ଶାନ୍ତନୁ ମାଝି, କାର୍ତ୍ତିକ ମାଝୀ, ଗଙ୍ଗାରାମ ମାଝି, ମନିରାମ ମାଝୀ, ଆଗ୍ରେନ ଗାଁର ଚନ୍ଦ୍ରଧ୍ୱଜ କୈବର୍ତ୍ତ, ପିଣ୍ଟୁ କୈବର୍ତ୍ତ ପ୍ରମୁଖ ୧୦ ହେକ୍ଟରରୁ ଅଧିକ ଜମିରେ ଟସର ଚାଷ କରିଥିଲେ। ଚଳିତବର୍ଷ ମଧ୍ୟ ଭଲ ଚାଷ ହୋଇଥିଲା। ଭଲ ରୋଜଗାର ହେବ ବୋଲି ଆଶା କରୁଥିଲେ ଚାଷୀ। ହେଲେ କୋଷା ତିଆରି କରିବା ସମୟରେ ହଠାତ ୫ରୁ ୬ ଦିନ ମଧ୍ୟରେ ଦୈନିକ ହଜାର ହଜାର ଟସର ପୋକ ମରି ଯାଉଥିବା ଦେଖିବାକୁ ମିଳିଛି। ତେବେ କେଉଁ କାରଣରୁ ପୋକ ମରୁଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ବିହନରେ ସମସ୍ୟା ଥାଇପାରେ କିମ୍ବା ପ୍ରବଳ ଖରା ଯୋଗୁ ପୋକ ମରୁଥିବା ଅନୁମାନ କରାଯାଉଛି। ପ୍ରତିଦିନ ପୋକ ମରୁଥିବାରୁ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀ।

Tasarକ୍ଷତି ଗସ୍ତ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ସହ ଅନ୍ୟ ଫସଳ ପରି ବୀମାରେ ଅନ୍ତର୍ଭୁକ୍ତ କରିବାକୁ ବାପୁଜୀ ଟସର ସମବାୟ ସମିତିର ସୁପରଭାଇଜର ମୋତିରାମ ନାଗ ଦାବି କରିଛନ୍ତି। ଯଦି ସହାୟତା ନମିଳିବ, ତାହାହେଲେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯିବ। ସେମାନେ ଋଣ ଜାଲରେ ଛନ୍ଦି ହୋଇପଡ଼ିବେ ବୋଲି ଶ୍ରୀ ନାଗ କହିଛନ୍ତି।

ଚଳିତବର୍ଷ ମହାମାରୀ କରୋନା ପାଇଁ ଚାଷୀମାନେ ଋଣ କରି ଟସର ଚାଷ କରିଥିଲେ। ଭାବିଥିଲେ ଭଲ ଅମଳ ହେବ, ତାକୁ ବିକି ଋଣ ଟଙ୍କ ପରିଷୋଧ କରିଦେବେ। ହେଲେ କୋଷା ତିଆରି ବେଳେ ଭେଳା ବୁଡ଼ାଇ ଦେଲା ଦଇବ। ପୋକ ମରିଯିବାରୁ ଟସର ନଷ୍ଟ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story