ଏକଜୁଟ ହେଲେ ଶ୍ରମିକ, ଜେଲ୍‌ ଗଲେ ଫରେଷ୍ଟର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଶ୍ରମିକ ମାନଙ୍କ ଠାରୁ ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବଲାଙ୍ଗିର ଜିଲ୍ଲା ସିନ୍ଧେଇକେଲା ଫରେଷ୍ଟର ହରିହର ସ୍ୱାଇଁଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଆଜି ତାଙ୍କୁ ଗିରଫ କରାଯିବା ପରେ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବଲାଙ୍ଗିର ଜେଲକୁ ପଠାଇ ଦିଆଯାଇଛି। ସିନ୍ଧେକେଲା ଅଞ୍ଚଳରେ ବନ ବିଭାଗ ତରଫରୁ ମନରେଗାରେ ବିଭିନ୍ନ ପ୍ରକାର କାମ କରାଯାଉଛି। କାମ […]

Forester

Forester

Jitendra Garnayak
  • Published: Tuesday, 10 May 2022
  • Updated: 10 May 2022, 09:40 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଶ୍ରମିକ ମାନଙ୍କ ଠାରୁ ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବଲାଙ୍ଗିର ଜିଲ୍ଲା ସିନ୍ଧେଇକେଲା ଫରେଷ୍ଟର ହରିହର ସ୍ୱାଇଁଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଆଜି ତାଙ୍କୁ ଗିରଫ କରାଯିବା ପରେ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବଲାଙ୍ଗିର ଜେଲକୁ ପଠାଇ ଦିଆଯାଇଛି।

ସିନ୍ଧେକେଲା ଅଞ୍ଚଳରେ ବନ ବିଭାଗ ତରଫରୁ ମନରେଗାରେ ବିଭିନ୍ନ ପ୍ରକାର କାମ କରାଯାଉଛି। କାମ ସରିବା ପରେ ଶ୍ରମିକମାନଙ୍କ ଆକାଉଣ୍ଟରେ ଟଙ୍କା ପଡ଼ୁଛି। ତେବେ ଆକାଉଣ୍ଟରେ ଟଙ୍କା ପଡ଼ିବା ପରେ ସେଥିରୁ ଶ୍ରମିକମାନଙ୍କୁ ବାରମ୍ବାର ଭାଗ ମାଗୁଥିଲେ ଫରେଷ୍ଟର ହରିହର ସ୍ୱାଇଁ। ଶେଷରେ ଶ୍ରମିକମାନେ ଏକଜୁଟ ହୋଇ ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ।

ପୂର୍ବ ଯୋଜନା ମୁତାବକ ଆଜି ଫରେଷ୍ଟର ହରିହର ସ୍ୱାଇଁ ଶ୍ରମିକମାନଙ୍କ ଠାରୁ ୧ ଲକ୍ଷ ୩୦୦ ଟଙ୍କା ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଏହା ପରେ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ସେଠାରୁ ନଗଦ ୧ ଲକ୍ଷ ୭୨ ହଜାର ୫୫୦ ଟଙ୍କା ଜବତ କରାଯାଇଥିଲା।

ଅନ୍ୟପକ୍ଷରେ ଗିରଫ ଫରେଷ୍ଟର ହରିହର ସ୍ୱାଇଁ ଲାଞ୍ଚ ଘଟଣାକୁ ଖଣ୍ଡନ କରିଛନ୍ତି। ତାଙ୍କୁ ଫସାଇବାକୁ ତାଙ୍କ ଅଫିସ୍‌ର କିଛି କର୍ମଚାରୀ ଷଡ଼ଯନ୍ତ୍ର କରିଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଭିଜିଲାନ୍ସ ଡିଏସ୍‌ପିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story