୪ ଖଣି କମ୍ପାନୀର ୨୧୭୩ କୋଟି ଟଙ୍କାର ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବାବେଳେ ୪ଟି ଖଣି କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣ ଆଜି ୨୧୭୨ କୋଟି ୯୨ଲକ୍ଷ ଟଙ୍କାର ଏହି ୪ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହି ପୁଞ୍ଜିନିବେଶ ଦ୍ୱାରା ରାଜ୍ୟରେ ୧୧୨୨ଜଣଙ୍କୁ କର୍ମନିଯୁକ୍ତି ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଡିଜିଟାଲ ପ୍ଲାଟଫର୍ମରେ ଅନୁଷ୍ଠିତ […]

mineing-.jpg99

mineing-.jpg99

Manoranjan Sial
  • Published: Friday, 24 July 2020
  • Updated: 24 July 2020, 09:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବାବେଳେ ୪ଟି ଖଣି କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣ ଆଜି ୨୧୭୨ କୋଟି ୯୨ଲକ୍ଷ ଟଙ୍କାର ଏହି ୪ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହି ପୁଞ୍ଜିନିବେଶ ଦ୍ୱାରା ରାଜ୍ୟରେ ୧୧୨୨ଜଣଙ୍କୁ କର୍ମନିଯୁକ୍ତି ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଡିଜିଟାଲ ପ୍ଲାଟଫର୍ମରେ ଅନୁଷ୍ଠିତ ହୋଇଥିବା ଏହି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଶିଳ୍ପ ସଚିବ ହେମନ୍ତ ଶର୍ମା ପୁଞ୍ଜିନିବେଶ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ଏସବୁ ପ୍ରକଳ୍ପକୁ ଅନୁମୋଦନ କରିବା ସହ ଏହି ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଆକଳନ କରିବାକୁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଏସବୁ ପ୍ରକଳ୍ପ ଯେଭଳି ଶୀଘ୍ର କାର୍ଯ୍ୟକ୍ଷମ ହେବ ସେଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କମିଟିର ମଞ୍ଜୁରୀ ପାଇଥିବା ୪ଟି ପ୍ରକଳ୍ପ ମଧ୍ୟରେ ରୁଙ୍ଗଟା ମାଇନ୍ସ ଲିଃର ୨ଟି, ଶ୍ୟାମ ମେଟାଲିକ୍ସର ଗୋଟିଏ ଓ ୱେଲମ୍ୟାନ୍ ଷ୍ଟିଲସ ଗ୍ୟାଙ୍ଗେୟର ଗୋଟିଏ ପ୍ରକଳ୍ପ ସାମିଲ ଅଛି। ରୁଙ୍ଗଟା ମାଇନ୍ସ ୯୭୫କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ ଜିଲ୍ଲାରେ ବାର୍ଷିକ ୩୪ ମିଲିୟନ ଟନ୍ ବେନିଫିକେସନ୍ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୨୯୦ଜଣଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ରୁଙ୍ଗଟା ମାଇନ୍ସ ୯୫୧କୋଟି ଟଙ୍କା ବ୍ୟୟରେ ବାର୍ଷିକ ୨୦ନିୟୁତ ଟନ୍ କ୍ଷମତାବିଶିଷ୍ଟ ଭୂତଳ ସ୍ଲରି ପାଇପ୍ ନିର୍ମାଣ କରିବ। ଏଥିରେ ୭୨ଜଣଙ୍କୁ ନିଯୁକ୍ତି ମିଳିବ ।

ସେହିପରି ଶ୍ୟାମ୍ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିଃ ସମ୍ବଲପୁରରେ ନିଜର ପେଲେଟ୍ ପ୍ଲାଂଟର କ୍ଷମତାକୁ ବାର୍ଷିକ ୦.୩ ମିଲିୟନ ଟନରୁ ୧.୨ ମିଲିୟନ ଟନକୁ ବୃଦ୍ଧି କରିବ। ଏଥପାଇଁ କମ୍ପାନୀ ୭୬.୯୨କୋଟି ଟଙ୍କା ବିନିଯୋଗ କରିବ ଓ ୬୧୦ଜଣ ନିଯୁକ୍ତି ପାଇବେ। ସେିହପରି ୱେଲମ୍ୟାନ୍ ଷ୍ଟିଲସ ଗାଙ୍ଗେୟ ସପ୍ଲାଏ ଏଜେନ୍ସୀ ପ୍ରାଃ ଲିଃ ୧୭୦କୋଟି ଟଙ୍କା ବ୍ୟୟରେ ମୟୂରଭଞ୍ଜ ଜିଲ୍ଲାରେ ବାର୍ଷିକ ୧.୮ ମିଲିୟନ ଟନ୍ ବେନିଫିକେସନ୍ ପ୍ଲାଂଟ୍ ଓ ୧.୨ ପିଲେଟ୍ ପ୍ଲାଂଟ୍ ସ୍ଥାପନ କରିବ। ଏହାଦ୍ୱାରା ୧୫୦ଜଣ ନିଯୁକ୍ତି ପାଇବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story