ପରୀ ହତ୍ୟା ମାମଲା, ପ୍ରମାଣ ପାଇଁ ପୋଖରୀ ଶୁଖାଇବ ଏସଆଇଟି !

ନୟାଗଡ଼ (ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କରିଛି ଏସଆଇଟି। କିନ୍ତୁ ପ୍ରମାଣ ଦେଖାଇବା ପାଇଁ ଡିସେମ୍ବର ୨୪ ତାରିଖ ଯାଏଁ ଯଦୁପୁର ଗାଁ ଲୋକଙ୍କ ଠାରୁ ମହଲତ ନେଇଛି। ଆଉ ସେହି ପ୍ରମାଣ ଦେଖାଇବା ପାଇଁ ଏସଆଇଟି କାଳେ ଯଦୁପୁର ଗାଁରେ ଥିବା ଏକ ପୋଖରୀକୁ ପୂରା ଶୁଖାଇବ, ଯାହା ନିକଟରୁ ପରୀର କିଛି ହାଡ଼ ମିଳିଥିବା କୁହାଯାଉଛି। ଯଦିଓ ଏ ପୋଖରୀ ଶୁଖାଯିବା କଥାଟା ଏସଆଇଟି ପକ୍ଷରୁ କୁହାଯାଇ ନାହିଁ, କିନ୍ତୁ ଉକ୍ତ […]

pond

pond

Jitendra Garnayak
  • Published: Monday, 21 December 2020
  • Updated: 21 December 2020, 01:27 PM IST

ନୟାଗଡ଼ (ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କରିଛି ଏସଆଇଟି। କିନ୍ତୁ ପ୍ରମାଣ ଦେଖାଇବା ପାଇଁ ଡିସେମ୍ବର ୨୪ ତାରିଖ ଯାଏଁ ଯଦୁପୁର ଗାଁ ଲୋକଙ୍କ ଠାରୁ ମହଲତ ନେଇଛି। ଆଉ ସେହି ପ୍ରମାଣ ଦେଖାଇବା ପାଇଁ ଏସଆଇଟି କାଳେ ଯଦୁପୁର ଗାଁରେ ଥିବା ଏକ ପୋଖରୀକୁ ପୂରା ଶୁଖାଇବ, ଯାହା ନିକଟରୁ ପରୀର କିଛି ହାଡ଼ ମିଳିଥିବା କୁହାଯାଉଛି। ଯଦିଓ ଏ ପୋଖରୀ ଶୁଖାଯିବା କଥାଟା ଏସଆଇଟି ପକ୍ଷରୁ କୁହାଯାଇ ନାହିଁ, କିନ୍ତୁ ଉକ୍ତ ପୋଖରୀ ପାଖକୁ ସ୍ଥାନୀୟ ପୁଲିସ୍ ଯିବା ଓ କେଉଁ ପାର୍ଶ୍ୱରେ ପାଣି ଛଡ଼ା ଯାଇପାରିବ, ସେ ନେଇ ବିଚାରବିମର୍ଶ କରିବା କଥାରୁ ଏମିତି ଏକ କାର୍ଯ୍ୟ ପାଇଁ ଏସଆଇଟି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ଗତକାଲି ଏସଆଇଟି ଘୋଷଣା କରିଥିଲା। କିନ୍ତୁ ଅଭିଯୁକ୍ତର ନାଁ ଘୋଷଣା କରି ନଥିଲା। ତେବେ ଶନିବାରଠାରୁ ପରୀର ଗାଁ ଯଦୁପୁରରୁ ସରୋଜ ସେଠୀକୁ ଏସଆଇଟି ଉଠାଇ ନେଇଛି। ତାଙ୍କ ମା’ ଓ ଭଉଣୀଙ୍କୁ ବି ଉଠାଇ ନେଇଥିଲେ। କିନ୍ତୁ ୧୨ ଘଣ୍ଟା ଧରି ପଚରାଉଚରା କରିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ଆଉ ଆଜି ସରୋଜ ଘରକୁ ଏସଆଇଟିର ଦୁଇ ଜଣ ଅଧିକାରୀ ଆସି ତାଙ୍କ ମା’ଙ୍କୁ ପୁଣି ପଚରାଉଚରା କରିଥିଲେ। ତା’ସହିତ ଗାଁରେ ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କା ଥିବାରୁ ଗାଁ ସଭାପତି ଜୟକୃଷ୍ଣ ପରିଡ଼ାଙ୍କ ସହିତ ବି କଥା ହୋଇଥିଲେ।

ଏସଆଇଟି ସହିତ ଆଲୋଚନା ପରେ ଜୟକୃଷ୍ଣ ଗଣମାଧ୍ୟମକୁ କହିଥିଲେ ଯେ ସେ ଅଭିଯୁକ୍ତଙ୍କ ବିରୋଧରେ ଏସଆଇଟି ପାଖରେ ଥିବା ପ୍ରମାଣ ମାଗିଥିଲେ। ପ୍ରମାଣ ନଦେଲେ ସେମାନେ ଯାହାକୁ ଅଭିଯୁକ୍ତ ବୋଲି କହୁଛନ୍ତି ଗାଁ ଲୋକେ ତାଙ୍କୁ ଗ୍ରହଣ କରିବେନି। ଏହା ପରେ ପ୍ରମାଣ ଦେବା ପାଇଁ ଏସଆଇଟି ୨୪ ତାରିଖ ଯାଏ ସମୟ ମାଗିଥିଲା।

ଅନ୍ୟପକ୍ଷରେ ପରୀ ହତ୍ୟା ମାମଲାରେ କେବଳ ଜଣେ ଅଭିଯୁକ୍ତ ଥିବା କଥାକୁ ଗ୍ରହଣ କରିପାରି ନାହାନ୍ତି ତାଙ୍କ ବାପାମା’। ସେଥିପାଇଁ ତାଙ୍କ ବାପା ଗତକାଲି ପୁଣି ଥରେ ଆତ୍ମାହୁତି ଧମକ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story