କରୋନା କଟକଣା ଭିତରେ ଶୀତଳଷଷ୍ଠୀ ପାଇଁ  ଥାଳ ଉଠା ସମ୍ପନ୍ନ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଭିତରେ ସମ୍ବଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ପାଇଁ  ଥାଳ ଉଠା କାର୍ଯ୍ୟ ସମ୍ପନ୍ନ ହୋଇଛି। ବିଭିନ୍ନ ଶିବାଳୟରୁ ପାରମ୍ପରିକ  ରିତୀରେ  ପୂଜାର୍ଚ୍ଚନା ପରେ ଥାଳ ଉଠିଛି। ପରେ କନ୍ୟା ମାତାପିତା ଚୟନ କାର୍ଯ୍ୟ ମଧ୍ୟ କରାଯାଇଛି। ତେବେ ଏଥର କୋଭିଡ଼ ସଂକ୍ରମଣ ର  ଭୟାବହତାକୁ ଦୃଷ୍ଟିରେ  ରଖି  ବିଭିନ୍ନ ଯାତ୍ରା କମିଟି ପୁର୍ବରୁ କେବଳ ବିଧିବିଧାନ ଅନୁସାରେ ବିବାହ ଉତ୍ସବ ମନ୍ଦିର ପରିସର ରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ […]

Sitalsasthi in balangri town1

Sitalsasthi in balangri town1

Tapas Behera
  • Published: Sunday, 16 May 2021
  • Updated: 16 May 2021, 03:15 PM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଭିତରେ ସମ୍ବଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ପାଇଁ  ଥାଳ ଉଠା କାର୍ଯ୍ୟ ସମ୍ପନ୍ନ ହୋଇଛି। ବିଭିନ୍ନ ଶିବାଳୟରୁ ପାରମ୍ପରିକ  ରିତୀରେ  ପୂଜାର୍ଚ୍ଚନା ପରେ ଥାଳ ଉଠିଛି। ପରେ କନ୍ୟା ମାତାପିତା ଚୟନ କାର୍ଯ୍ୟ ମଧ୍ୟ କରାଯାଇଛି। ତେବେ ଏଥର କୋଭିଡ଼ ସଂକ୍ରମଣ ର  ଭୟାବହତାକୁ ଦୃଷ୍ଟିରେ  ରଖି  ବିଭିନ୍ନ ଯାତ୍ରା କମିଟି ପୁର୍ବରୁ କେବଳ ବିଧିବିଧାନ ଅନୁସାରେ ବିବାହ ଉତ୍ସବ ମନ୍ଦିର ପରିସର ରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ତେବେ କରୋନା କଟକଣା ମଧ୍ୟରେ ସମ୍ବଲପୁର ସହର ପ୍ରମୁଖ ତିନୋଟି ପଡା ନନ୍ଦପଡ଼ା,ଝାଡୁଆପଡ଼ା ଓ ମୋଦିପଡ଼ା  ଯାତ୍ରା କମିଟି  ପକ୍ଷରୁ ସଂଧ୍ୟା ୫ ଟା ପରେ ଥାଳ ଉଠିଥିଲା।  ତେବେ ଅନ୍ୟ ଶିବାଳୟ ମାନଙ୍କ ରୁ  ମଧ୍ୟାହ୍ନ ସମୟରେ ଥାଳ ଉଠିଥିଲା । ଏଥର  ଦେବୀ ପାର୍ବତୀଙ୍କ ମାତା-ପିତା ହେବାର ଯେଉଁମାନେ ସୁଯୋଗ ପାଇଛନ୍ତି  ସେମାନେ ଖୁବ ଖୁସି। କିନ୍ତୁ ଯାକ ଜକମରେ  କରି ହେବନାହିଁ ବୋଲି ମନରେ ସେମାନଙ୍କର ଅବଶୋଷ ରହିଛି ।

କୋଭିଡ଼ ପରିସ୍ଥିତି କୁ ଦୃଷ୍ଟିରେ ରଖି ଏଥର କେବଳ ମନ୍ଦିର ପରିସରରେ ବିବାହ ଉତ୍ସବ ବିଧି ଅନୁସାରେ ଅନୁଷ୍ଠିତ ହେବ ।କିନ୍ତୁ ଯାତ୍ରା ହେବନାହିଁ ବୋଲି ପୂଜା କମିଟି ମାନେ ନିଷ୍ପତି ନେଇଛନ୍ତି । ପାରମ୍ପରିକ ରିତିନି ତୀ ଅନୁସାରେ  ଦେବଦେବ ମହାଦେବ ଓ ଦେବୀ ପାର୍ବତୀ ଙ୍କର ବିବାହ ଅନୁଷ୍ଠିତ ହେବ । କୌଣସି  ଶୋଭାଯାତ୍ରା ବାହାରିବ ନାହିଁ କିମ୍ବା ଜନଗହଳି ହେବନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story