ସେବକଙ୍କ ଦାବି, ଗୋଟିଏ ଦିନରେ ଠାକୁର ବଢିଛନ୍ତି ୨ ଇଞ୍ଚ !

ବାରଙ୍ଗ(ଓଡ଼ିଶା ରିପୋର୍ଟର): “ସବୁଦିନ ସେବା କରେ। ଫୁଲ, ବେଲପତ୍ର ଚଢେଇ ଜଳଲାଗି କରେ। ହେଲେ କାଲି ଯାହା ଦେଖିଲି ହଠାତ୍‌ ବିଶ୍ୱାସ କରିପାରିଲି ନାହିଁ। ଲାଗିଲା ଠାକୁରଙ୍କ ଶକ୍ତି ବୃଦ୍ଧି ପାଉଛନ୍ତି । ଲିଙ୍ଗଙ୍କ ଆକୃତି ବଢି ଯାଇଛନ୍ତି। ଡ଼ରିଗଲି ! ଛାନିଆ ହୋଇ ବାହାରକୁ ଆସି ଅନ୍ୟମାନଙ୍କୁ ଡାକିଲି…” ଏହି କଥା କହିଛନ୍ତି ବାରଙ୍ଗ ଢାୱା ଗ୍ରାମ ସୋମନାଥ ମନ୍ଦିରର ପୂଜକ ସବ୍ୟସାଚୀ ପଣ୍ଡା। ବାବା ସୋମନାଥଙ୍କ ଶିବଲିଙ୍ଗ ବଢୁଛି। ବେଲପତ୍ର, ତୁଳସୀ ମଞ୍ଜରୀ ଆଉ […]

somanatah

somanatah

Rakesh Mallick
  • Published: Thursday, 24 May 2018
  • Updated: 24 May 2018, 12:42 PM IST

Sports

Latest News

ବାରଙ୍ଗ(ଓଡ଼ିଶା ରିପୋର୍ଟର): “ସବୁଦିନ ସେବା କରେ। ଫୁଲ, ବେଲପତ୍ର ଚଢେଇ ଜଳଲାଗି କରେ। ହେଲେ କାଲି ଯାହା ଦେଖିଲି ହଠାତ୍‌ ବିଶ୍ୱାସ କରିପାରିଲି ନାହିଁ। ଲାଗିଲା ଠାକୁରଙ୍କ ଶକ୍ତି ବୃଦ୍ଧି ପାଉଛନ୍ତି । ଲିଙ୍ଗଙ୍କ ଆକୃତି ବଢି ଯାଇଛନ୍ତି। ଡ଼ରିଗଲି ! ଛାନିଆ ହୋଇ ବାହାରକୁ ଆସି ଅନ୍ୟମାନଙ୍କୁ ଡାକିଲି...”

ଏହି କଥା କହିଛନ୍ତି ବାରଙ୍ଗ ଢାୱା ଗ୍ରାମ ସୋମନାଥ ମନ୍ଦିରର ପୂଜକ ସବ୍ୟସାଚୀ ପଣ୍ଡା। ବାବା ସୋମନାଥଙ୍କ ଶିବଲିଙ୍ଗ ବଢୁଛି। ବେଲପତ୍ର, ତୁଳସୀ ମଞ୍ଜରୀ ଆଉ ଖିରରେ ପ୍ରତିଦିନ ଅଭିଷେକ ହେଉଥିବା ବାବା ସୋମାନାଥଙ୍କ କଳେବର ବୃଦ୍ଧି ହେଉଥିବା ଜଣାପଡିବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ଅଞ୍ଚଳବାସୀ।

ଗତକାଲି ସନ୍ଧ୍ୟାରେ ମନ୍ଦିରର ପୂଜକ ସବ୍ୟସାଚୀ ଠାକୁରଙ୍କୁ ଜଳଶାୟୀ କରିବାକୁ ଆସି ଏକଥା ଜାଣିବାକୁ ପାଇଥିଲେ। ପୂଜା କରିବା ସମୟରେ ଶିବ ଲିଙ୍ଗ ପୂର୍ବାପେକ୍ଷା ବୃଦ୍ଧି ପାଇଥିବା ତାଙ୍କର ଅନୁଭବ ହେବାରୁ ସେ ବାହାରକୁ ଆସି ଅନ୍ୟ ପୂଜକମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ଅନ୍ୟ ପୂଜକମାନେ ମଧ୍ୟ ଶିବ ଲିଙ୍ଗରେ ହାତ ମାରି ଦେଖିଥିଲେ। ତେବେ ଆଗ ଅପେକ୍ଷା ଏହା ପ୍ରାୟ ଦୁଇ ଇଞ୍ଚ ବଢିଥିବା ସେମାନେ ପ୍ରକାଶ କରିଛନ୍ତି। ଏକଥା ପ୍ରଘଟ ହେବା ପରେ ମନ୍ଦିର ପରିସରରେ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

ଏଣେ ଏହାକୁ କିଛି ହେତୁବାଦୀ ବ୍ୟକ୍ତି ନକାରାତ୍ମକ ଢଙ୍ଗରେ ଦେଖୁଥିବା କହିଛନ୍ତି। ସେମାନଙ୍କ ମତରେ ଠାକୁରଙ୍କ ଲିଙ୍ଗ ବୃଦ୍ଧି ହେଉଥିବା ଏକ ଭ୍ରାନ୍ତ ଧାରଣା। ଶିଳା ବା ପଥର ନିର୍ମିତ ମୂର୍ତ୍ତି ଫୁଲିବା ବା ବଢିବାର କୌଣସି କାରଣ ନାହିଁ। ଏହା ସେମାନଙ୍କ ମନର ଭ୍ରାନ୍ତ ଧାରଣା। ଏଣେ କିଛି ବୁଦ୍ଧିଜୀବୀ ଏହାକୁ ଠାକୁରଙ୍କ ମହିମା ବୋଲି କହୁଛନ୍ତି।

ସୂଚନାଯୋଗ୍ୟ, ଆମ ଦେଶରେ ଏମିତି ଅଲୌକିକତାକୁ ଧାରଣ କରୁଥିବା ଅନେକ ଐତିହ୍ୟ ରହିଛି। କେଉଁଠି ବକ୍ର ଶିବଲିଙ୍ଗ ପୂଜା ପାଉଛନ୍ତି ତ କେଉଁଠି ଶିବ ଲିଙ୍ଗ ବୃଦ୍ଧି ପାଉଥିବା କଥାମାନ ଯୋଡି ହୋଇ ରହିଛି।

‍‍ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଭୁଷଣ୍ଡେଶ୍ୱରଙ୍କ ଶିବଲିଙ୍ଗ ବୃଦ୍ଧି ପଉଥିବା ଘଟଣା ବିଶ୍ୱରେ ଚର୍ଚ୍ଚିତ ହୋଇଛି। ଏହା ବିଶ୍ୱର ସବୁଠାରୁ ଉଚ୍ଚ ଶିବଲିଙ୍ଗ ବୋଲି ମଧ୍ୟ କୁହାଯାଏ। ଯାହାର ଉଚ୍ଚତା ୧୨ ଫୁଟ ଓ ପ୍ରସ୍ତ ୧୪ ଫୁଟ୍‌ । ଏହି ଲିଙ୍ଗ ବୃଦ୍ଧ ପାଉଥିବା କଥା ସ୍ଥାନୀୟ ଅଞ୍ଚଳବାସୀ ଦାବି କରନ୍ତି। ତେବେ ଏହା କେତେଦୂର ଯଥାର୍ଥ ତାହା ଆଜି ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story