ପ୍ରେମ ବ୍ୟାପାରକୁ ନେଇ ପୁଅ ଘରେ ପଶି ହାଣିଲେ, ୬ ଗୁରୁତର

ବିନିକା(ଦିଲ୍ଲୀପ ସାହୁ): ପ୍ରେମ ବ୍ୟାପାରକୁ ନେଇ ବୁଲିଲା ଖଣ୍ଡା ଓ ଟାଙ୍ଗିଆ। ଦିନ ଦି’ ପହରରେ ପୁଅ ଘରେ ପଶି ଝିର ଘର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ପୁଅ ଘରର ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ନୃଶଂସ ଘଟଣା ବିନିକା ଅଞ୍ଚଳରେ ଘଟିଛି। ପୂରା ଘଟଣାଟି ଏମିତି। ସିଆଳି ଗାଁର ବିମ୍ବାଧର ନିଆଳି ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। କିନ୍ତୁ ଝିଅ ଘର ଲୋକେ ବିରୋଧ କରିଥିଲେ। ପରବର୍ତ୍ତୀ […]

subarnapur

subarnapur

Manoranjan Sial
  • Published: Monday, 12 April 2021
  • Updated: 12 April 2021, 04:08 PM IST

Sports

Latest News

ବିନିକା(ଦିଲ୍ଲୀପ ସାହୁ): ପ୍ରେମ ବ୍ୟାପାରକୁ ନେଇ ବୁଲିଲା ଖଣ୍ଡା ଓ ଟାଙ୍ଗିଆ। ଦିନ ଦି’ ପହରରେ ପୁଅ ଘରେ ପଶି ଝିର ଘର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ପୁଅ ଘରର ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ନୃଶଂସ ଘଟଣା ବିନିକା ଅଞ୍ଚଳରେ ଘଟିଛି।

ପୂରା ଘଟଣାଟି ଏମିତି। ସିଆଳି ଗାଁର ବିମ୍ବାଧର ନିଆଳି ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। କିନ୍ତୁ ଝିଅ ଘର ଲୋକେ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ଆଜକୁ ଦୁଇ ମାସ ତଳେ ବିମ୍ୱାଧର ତାଙ୍କ ପ୍ରେମିକାଙ୍କୁ ଉଠାଇ ନେଇଥିଲେ। ଏହାକୁ ନେଇ ଦୁଇ ପରିବାର ଭିତରେ ତିକ୍ତତା ଲାଗି ରହିଥିଲା। ଆଜି ଏହା ଉଗ୍ରରୂପ ଧାରଣ କରିଥିଲା।

ଆଜି ମଧ୍ୟାହ୍ନରେ ଝିଅ ଘର ଲୋକେ ଖଣ୍ଡା ଓ ଟାଙ୍ଗିଆ ଧରି ପୁଅ ଘରେ ପଶି ଥିଲେ। ପରେ ସମସ୍ତଙ୍କୁ ଗୋଡାଇ ଗୋଡ଼ାଇ ହାଣିଛନ୍ତି। ଫଳରେ ବିମ୍ବାଧରଙ୍କ ମାଆ ସତ ନିଆଳି, ଅଜା ସାଇ ନିଆଳି, ମାମୁ ରୋହିତ ନିଆଳି, ମାଇଁ ହିମାଦ୍ରୀ ନିଆଳି ଓ ଭଉଣୀ ଅପସରା ଶାଣ୍ଡ ଗୁରୁତର ଆହତ ହୋଇଥିଲେ। ଚିତ୍କାର ଶୁଣି ପାଖ ପଡ଼ୋଶୀ ବାହାରି ଆସିବାରୁ ସେମାନେ ଚମ୍ପଟ ମାରିଥିଲେ। ମାତ୍ର ଗାଁ ଲୋକେ ଜଣକୁ କାବୁ କରିନେଇ ପୁଲିସକୁ ଦେଇଥିଲେ।

ସେପଟେ ଆକ୍ରମଣ ସମ୍ପର୍କରେ ଖବର ପାଇ ବିମ୍ୱାଧରଙ୍କ ମଉସା ଅଶ୍ୱିନୀ ବାଗ୍‌ ସିଆଳି ଗାଁକୁ ଆସୁଥିଲେ। ରାସ୍ତାରେ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛନ୍ତି। ଏବେ ସମସ୍ତଙ୍କୁ ଡୁଙ୍ଗୁରିପାଲି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ କାହାକୁ ଗିରଫ କରିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story