‘ରାଜ୍ୟରେ ଅଛି ୬ ଲକ୍ଷ କୋଭିସିଲ୍‌ଡ ଟିକା, ୨ ଦିନ ଯିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୬ ଲକ୍ଷ କୋଭିସିଲ୍‌ଡ ଟିକା ଅଛି। ତାହା ମାତ୍ର ୨ ଦିନ ଯିବ। ଅଧିକ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି। ତେବେ ରାଜ୍ୟରେ କୋଭାକ୍ସିନ ଟିକା ପ୍ରଚୁର ପରିମାଣରେ ମହଜୁଦ ଅଛି। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଶ୍ରୀ ପାଣିଗ୍ରାହୀ କହିଛନ୍ତି- “ଯିଏ ଛତିଶଗଡ଼ରୁ ଆସୁଛନ୍ତି, ସେମାନଙ୍କର ଟେଷ୍ଟିଂ ଓ ଟ୍ରେସିଂ କରାଯାଉଛି। ସୀମାବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ସେଥିପ୍ରତି ରାଜ୍ୟ ସରକାର ଆଲର୍ଟ […]

covishield vaccine

covishield vaccine

Manoranjan Sial
  • Published: Monday, 05 April 2021
  • Updated: 05 April 2021, 04:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୬ ଲକ୍ଷ କୋଭିସିଲ୍‌ଡ ଟିକା ଅଛି। ତାହା ମାତ୍ର ୨ ଦିନ ଯିବ। ଅଧିକ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି। ତେବେ ରାଜ୍ୟରେ କୋଭାକ୍ସିନ ଟିକା ପ୍ରଚୁର ପରିମାଣରେ ମହଜୁଦ ଅଛି। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ଶ୍ରୀ ପାଣିଗ୍ରାହୀ କହିଛନ୍ତି- “ଯିଏ ଛତିଶଗଡ଼ରୁ ଆସୁଛନ୍ତି, ସେମାନଙ୍କର ଟେଷ୍ଟିଂ ଓ ଟ୍ରେସିଂ କରାଯାଉଛି। ସୀମାବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ସେଥିପ୍ରତି ରାଜ୍ୟ ସରକାର ଆଲର୍ଟ ଅଛନ୍ତି। ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ବଢୁଥିବା ସୀମାନ୍ତ ଜିଲ୍ଲାରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଏକ କୋଟି ୧୬ ଲକ୍ଷ ଲୋକଙ୍କୁ ଟିକାକରଣ ଟାର୍ଗେଟ ଅଛି। ଏବେ ସୁଦ୍ଧା ୩୩ ଲକ୍ଷ ୪ ହଜାର ୭୩୨ ଜଣଙ୍କୁ ଟିକା ଦିଆଯାଇଛି।”

ପଡ଼ୋଶୀ ଛତିଶଗଡ଼ରେ ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଯାହାକୁ ନେଇ ରାଜ୍ୟ ସରକାର ସତର୍କ ହୋଇଛନ୍ତି। କରୋନା ବ୍ୟାପିବା ଆଶଙ୍କାରେ ଛତିଶଗଡ଼ ରାଜ୍ୟକୁ ଲାଗିଥିବା ୧୦ଟି ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗା ଯାଇଛି। ନାଇଟ୍‌ କର୍ଫ୍ୟୁ ଲାଗିଥିବା ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି। ଏହି ସବୁ ଜିଲ୍ଲାରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଫିସ୍ ବନ୍ଦ ରହିବ। ଜରୁରୀ କାର୍ଯ୍ୟକଳାପଗୁଡ଼ିକୁ ଛାଡ଼ି ଦେଲେ ଅନ୍ୟ ସବୁ ଯାତାୟତ ବନ୍ଦ ରହିବ।

ଆଜି ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର ହୋଇଥିବା ବେଳେ ରାଜ୍ୟରେ ୫୦୦ ଡେଇଁଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୩୬ଟି ଲୋକାଲ୍ କେସ୍‌।

୫୭୩ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାର। ଏଠାରୁ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୩୨, ବାଲେଶ୍ୱରରୁ ୧୧, ବରଗଡ଼ରୁ ୪୩, ଭଦ୍ରକରୁ ୩, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୧୭, କଟକରୁ ୨୮, ଝାରସୁଗୁଡ଼ାରୁ ୩୯, କଳାହାଣ୍ଡିରୁ ୨୪, କନ୍ଧମାରୁ ୧, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୮, କୋରାପୁଟରୁ ୩, ମୟୂରଭଞ୍ଜରୁ ୧୩, ନବରଙ୍ଗପୁରରୁ ୩, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୬୦, ପୁରୀରୁ ୧୬, ରାୟଗଡ଼ାରୁ ୧୬, ସମ୍ୱଲପୁରରୁ ୨୧, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୮୦ ଓ ଷ୍ଟେଟ୍‌ ପୁଲରୁ ୨୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story